ରାଜ୍ୟ ସରକାରୀ କର୍ମଚାରୀଙ୍କ DAରେ ୨ ପ୍ରତିଶତ ବୃଦ୍ଧି, ପିଛିଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ

ଭୁବନେଶ୍ବର ୧୫।୫: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ପିଛଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ । ପେନସନ୍‌ଭୋଗୀଙ୍କ ଟି.ଆଇ.ରେ ମଧ୍ୟ ବୃଦ୍ଧି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ, ବହିବ ୫୦ରୁ ୬୦ କି.ମି. ବେଗରେ ପବନ !

ଭୁବନେଶ୍ବର ୧୫।୫: ଆସନ୍ତା ୨୪ ଘଣ୍ଟାରେ ବର୍ଷା । ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା । କାଳବୈଶାଖୀ ପ୍ରଭାବରେ ୫୦ ରୁ ୬୦ କିଲୋମିମିଟର ଯାଏଁ ପବନ ମଧ୍ୟ ବହିବ । ଏନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା । ସେହିପରି ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଜିଲ୍ଲା ଗୁଡିକ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟରେ ଯଥେଷ୍ଟ ତେଲ ଅଛି, ସଫିସେଣ୍ଟ ତେଲ ସମସ୍ତଙ୍କୁ ମିଳିବ ; IOCLର ୩ ଅପିଲ୍

ଭୁବନେଶ୍ବର ୧୫।୫: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ଗଚ୍ଛିତ ରହିଛି । ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ IOCL ସିଜିଏମ୍ କମଲ ସିଲ୍ । ପର୍ଯ୍ୟାପ୍ତ ତେଲ ଅଛି, ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯେତିକି ଆବଶ୍ୟକ ସେତିକି କିଣନ୍ତୁ, ଅଯଥା ଅଧିକ ତେଲ କିଣନ୍ତୁ ନାହିଁ । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସପ୍ଲାଏ ରିଲିଜ କରିଛୁ । ଗୋଟିଏ ଟାଙ୍କି ପାଖରେ ୨ରୁ ୩ ଦିନର […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ ତାଲୁକ ଆଇନି ସେବା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଝଙ୍କଡ :  ତିର୍ତ୍ତୋଲ ତାଲୁକ ସେବା କମିଟି ପକ୍ଷରୁ ମଣିଜଙ୍ଗା ପଞ୍ଚାୟତ ରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ସଭାଗୃହ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ତାଲୁକ ଆଇନି ସେବା ସମିତି ଅଧ୍ୟକ୍ଷ ତଥା ତିର୍ତ୍ତୋଲ ବିଚାରବିଭାଗୀୟ ଅଦାଲତ ର ବିଚାରପତି ସିଓନା ସିଦ୍ଧାର୍ଥ ମହାରଣା ଯୋଗଦେଇ କଠିନ ବର୍ଯ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତିର୍ତ୍ତୋଲ ଓକିଲ ସଂଘ ସଭାପତି ସରୋଜ କୁମାର […]

ସଂପୂର୍ଣ୍ଣ ପଢନ୍ତୁ

କଳାମଣ୍ଡପ ନଥିବାରୁ ସିଂହଦ୍ୱାର ସମ୍ମୁଖରେ ଭଜନ ପରିବେଷଣ କଲେ, ମାତୃକୃପା ଭଜନ ମଞ୍ଚ

ଝଙ୍କଡ଼ :  ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟ କଳାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପୀଠରେ ସ୍ଥାୟୀ କଳାମଣ୍ଡପ ଟିଏ ଦୀର୍ଘ ପନ୍ଦରବର୍ଷ ଧରି ନିର୍ମାଣ କରାଯାଇନଥିବାରୁ, ମାଆଙ୍କ ପୀଠ ରେ ମାନସିକ ପୂରଣ କରିବାକୁ ଆସିଥିବା, ଯାଜପୁର କବୀରପୁର ର ମାତୃକୃପା ଭଜନମଞ୍ଚ ର କଳାକାର ମାନେ, ବାଧ୍ୟହୋଇ ସିଂହ ଦ୍ୱାର ସମ୍ମୁଖରେ ପାଲପକାଇ ଗତ ଗୁରୁବାର ସନ୍ଧ୍ୟାରେ ଏକ ଭକ୍ତିସଙ୍ଗୀତର ଆସର, ଯେନତେନ ପ୍ରକାରେଣ ଅନୁଷ୍ଠିତ କରାଇଛନ୍ତି l […]

ସଂପୂର୍ଣ୍ଣ ପଢନ୍ତୁ

ଓଏସଆରଟିସିର ସବୁ ଗାଡି ଇଭି କରାଯିବ, ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବନି

ଭୁବନେଶ୍ବର ୧୪।୫: ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଆଜିଠାରୁ ଇଭି ଗାଡ଼ିରେ ଯିବି, ମିତବ୍ୟୟତା ନିଜ ଠାରୁ ଆରମ୍ଭ କରିବି ବୋଲି ମଧ୍ୟ ପରିବହନ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ଯିଏ ମାନ୍ୟୁଫେକର […]

ସଂପୂର୍ଣ୍ଣ ପଢନ୍ତୁ

ଡାକ୍ତରଖାନା ଆସିବା ବେଳକୁ ନିଶ୍ଚଳ ହୋଇଯାଇଥିଲେ ସୌମ୍ୟ, ନନ୍ ରେକର୍ଡେବଲ ଥିଲା ପଲ୍ସ-ବିପି

ଭୁବନେଶ୍ବର ୧୪।୫: ସାରା ଦେଶକୁ ଦୋହଲାଇ ଦେଇଥିବା ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ଚାଲିଛି କ୍ରାଇମବ୍ରାଞ୍ଚ ତନାଘନା । ତଦନ୍ତର ଦିନ ଯେତିକି ବଢ଼ୁଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପଟେ ଘଟଣାକୁ ନେଇ ଅନେକ ଖୁଲାସା ମଧ୍ୟ ହେଉଛି । ତେବେ ସୌମ୍ୟ ହତ୍ୟା ଘଟଣାର ନୂଆ ଖୁଲାସା କରିଛନ୍ତି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତର । ସେ କହିଛନ୍ତି ଯେ, ଡାକ୍ତରଖାନାକୁ ଆସିବା ବେଳେ […]

ସଂପୂର୍ଣ୍ଣ ପଢନ୍ତୁ
Baramunda Bus Stand 1627039638

ତୈଳ ସଙ୍କଟ ଲାଗିରହିଲେ ବସ୍ ଚଳାଚଳ ବନ୍ଦ ହେବ, ସରକାରଙ୍କ ସହ ଆଲୋଚନା ପରେ ସଂଘ ନେବ ନିଷ୍ପତ୍ତି

ଭୁବନେଶ୍ବର ୧୪।୫: ସାରା ରାଜ୍ୟରେ ଦେଖାଦେଲାଣି ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ । ଯାହାକୁ ନେଇ ବେଶୀ ଚିନ୍ତାରେ ପଡିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସାରା ରାଜ୍ୟରେ ତେଲର ଉତ୍କଟ ସମସ୍ୟା ଦେଖାଦେଇଥିବା ବେଳେ ବାଧ୍ୟ ହୋଇ ଘରୋଇ ବସ୍ ଚଳାଚଳ ବନ୍ଦ କରିବ ବୋଲି ଘରୋଇ ବସ୍ ମାଲିକ ସଂଘ କହୁଛି । ଯଦି ଏମିତି ସ୍ଥିତି ଆଗାମୀ ୭ ଦିନ ପର୍ଯ୍ୟନ୍ତ ଜାରି ରୁହେ ତେବେ ବାଧ୍ୟ ହୋଇ […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ୱରରେ ତେଲ ଅଭାବ ! ୩ ଦିନରେ ୫୦% ବିକ୍ରି ବୃଦ୍ଧି, ସରକାରଙ୍କୁ ଦାୟୀ କଲା ଡିଲର୍ ସଂଘ

• ଭୁବନେଶ୍ୱରରେ ତେଲ ଅଭାବ • ୩ ଦିନରେ ୫୦% ବିକ୍ରି ବୃଦ୍ଧି • ସରକାରଙ୍କୁ ଦାୟୀ କରି ଗର୍ଜିଲା ଡିଲର୍ ସଂଘ • ସରକାର-କମ୍ପାନୀ ସମନ୍ୱୟ ଅଭାବ ଅଭିଯୋଗ ଭୁବନେଶ୍ୱର : ଭୁବନେଶ୍ୱରରେ ଅଭାବ ହେଲାଣି ପେଟ୍ରୋଲ ଓ ଡିଜେଲ୍। ଏ ଅଭାବ ଯୋଗାଣ କମ ଯୋଗୁ ନୁହେଁ ବରଂ ଭୟଭିତ ହୋଇ ଅଧିକ କିଣିନେବାରୁ ଏଭଳି ପରିସ୍ଥିତି ଉପୁଜିଛି। ଗତ ୩ ଦିନରେ ୫୦ ପ୍ରତିଶତ ତୈଳ ବିକ୍ରି ବୃଦ୍ଧି ହୋଇଛି। ରିପୋର୍ଟ ଅନୁସାରେ, […]

ସଂପୂର୍ଣ୍ଣ ପଢନ୍ତୁ

ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ : ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

୧୨ରୁ ୨୧ ଜୁନ୍ ପର୍ଯ୍ୟନ୍ତ ପାଳନ କରାଯିବ, ଉତ୍ସବ ପରିବର୍ତ୍ତେ ତଥ୍ୟ ପ୍ରସାର ଉପରେ ଅଧିକ ଫୋକସ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ ଭୁବନେଶ୍ୱର :  ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି, […]

ସଂପୂର୍ଣ୍ଣ ପଢନ୍ତୁ