ୟୁଏଇରୁ ଫେରିଲେ ମୋହନ : ଓଡ଼ିଶାକୁ ୨.୪୩ ଲକ୍ଷ କୋଟିର ନିବେଶ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମିସନକୁ ଜବରଦସ୍ତ ସମର୍ଥନ ମିଳିଛି। ରାଜ୍ୟର ଶିଳ୍ପାୟନ ଓ ପୁଞ୍ଜିନିବେଶ ସମ୍ଭାବନାକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ଆକର୍ଷଣୀୟ ଢଙ୍ଗରେ ନିବେଶକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସେଥିପାଇଁ ରାଜ୍ୟକୁ ୨.୪୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କର୍ପୋରେସନ (ଆଇଏଚ୍ସି)ଠାରୁ ଆରମ୍ଭ କରି ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ ଭଳି କମ୍ପାନି ଓଡ଼ିଶାରେ ନିବେଶ କରିବାକୁ ଆଗେଇ ଆସିଛନ୍ତି। ତାଙ୍କ ଗସ୍ତ ସମୟରେ […]
ସଂପୂର୍ଣ୍ଣ ପଢନ୍ତୁ