କର୍ମସଂସ୍ଥାନ ଉପରେ ବଢ଼ୁଥିବା ଏଆଇ ଓ ରୋବଟ୍ର ପ୍ରଭାବକୁ ନେଇ ପ୍ରଦର୍ଶନ
ୱାର୍ସ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ରୋବଟ୍ର ବ୍ୟବହାର ଉପରେ ଶୀଘ୍ର ନିୟମ ଲାଗୁ କରିବା ଦାବିରେ ପୋଲାଣ୍ଡର ରାଜଧାନୀ ୱାର୍ସରେ ପ୍ରାୟ ୩୦ଟି ରୋବୋଟ୍ ପ୍ରତିବାଦ କରିଛନ୍ତି। ସପ୍ତାହର ଆରମ୍ଭରେ ଦେଶର ଡିଜିଟାଲ୍ ବ୍ୟାପାର ମନ୍ତ୍ରଣାଳୟ ବାହାରେ ଏହି ଅଭିନବ ପ୍ରଦର୍ଶନ ହୋଇଥିଲା। ମାନବାକୃତି ରୋବଟ୍ ସହ ରୋବଟ୍ କୁକୁର ମଧ୍ୟ ଏଥିରେ ସାମିଲ ହୋଇଥିଲେ। ‘ଡେମୋକ୍ରାଟିଜମ୍’ ନାମକ ଏକ ସଂଗଠନ ଏହି ପ୍ରଦର୍ଶନର ଆୟୋଜନ କରିଥିଲା। ରୋବଟ୍ଗୁଡ଼ିକ ରାସ୍ତାରେ ଗୋଲାକାର […]
ସଂପୂର୍ଣ୍ଣ ପଢନ୍ତୁ