ଫାଣ୍ଡି ଭିତରେ ପୁଲିସକୁ ଆକ୍ରମଣ
ବଲାଙ୍ଗୀର, ୩/୯: ବଲାଙ୍ଗୀର ଜିଲ୍ଲାରେ ଆପରାଧିକ କାର୍ଯ୍ୟକଳାପ ସୀମାରେ ପାର। ରାଜ୍ୟ ପୁଲିସ ଅପରାଧ ଓ ନିଶା କାରବାର ମୂଳପୋଛ କରିବାକୁ ବିଭିନ୍ନ ମିସନ୍ ହାତକୁ ନେଉଛି। ଅଥଚ, ଏଠାରେ ପୁଲିସ ଉପରେ ଆକ୍ରମଣ ହେଉଛି। ତାହା ପୁଣି ଫାଣ୍ଡି ଭିତରେ। ଉଦ୍ବେଗଜନକ କଥା ହେଲା, ଏହି ମାମଲାରେ କୌଣସି ବଡ଼ ଅଧିକାରୀ ମୁହଁ ଫିଟାଉନାହାନ୍ତି। କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହୋଇନାହିଁ। ଘଟଣାଟି ଚାରି ଦିନ ତଳେ ଘଟିଛି ସଇନ୍ତଳା ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ଡିରେ। ଫାଣ୍ଡି […]
ସଂପୂର୍ଣ୍ଣ ପଢନ୍ତୁ