59a085d0 Fbc7 4b8e 88ba 862384d1fd12

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ 

ବୟାଲିଶମୌଜା,୨୭।୮: କଟକ ସଦର ୪୨ ମୌଜା ପଟଣା ଗ୍ରାମ ଅନ୍ତର୍ଗତ ବେଣ୍ଟଜାର ନିକଟସ୍ଥ ଝାରକଟା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପାଟଣା ଗ୍ରାମ ରେ ଉପଦେଷ୍ଟା ଡକ୍ଟର ଚିତ ରଞ୍ଜନ ଦାସ , ସାମ୍ବାଦିକ ସମାଜସେବୀ ସମୀର କୁମାର ପଣ୍ଡା , ସମିତି ସଭ୍ୟ ବିନୋଦ ବିହାରୀ ବେହେରା , ସଭାପତି ସରୋଜ ନଳିନୀ ପରିଜା ,ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ଶିକ୍ଷକ ସନ୍ତୋଷ କୁମାର ଭୋଇ , ସପନି ବେହେରା ,ଅଚ୍ୟୁତା ନନ୍ଦ ଦାସ , […]

ସଂପୂର୍ଣ୍ଣ ପଢନ୍ତୁ
5a28e5e7 F661 443f 81c2 8d8997cf5246

୪୨ମୌଜାରେ ରୋନାକ ମୋଟର ୟାମା ସୋ ରୁମ ଉଦ୍ଘାଟିତ

ବୟାଳିଶ ମୌଜା : ବ୍ରହ୍ମପୁର ସ୍ଥିତ କ୍ରିଷ୍ଣା ମଣ୍ଡପ ନିକଟରେ ଗଣେଶ ପୂଜା ଦିନ ସତ୍ୱାଧିକାରୀ ବସନ୍ତ କୁମାର ଦେବତାଙ୍କର ଏକ ରୋନାକ ମୋଟର ୟାମା ସୋ ରୁମ ଖୋଲାଯାଇଅଛି। ୟାମା ଡିଲର ପିଏମଜି ମୋଟର ମ୍ୟାନେଜିଙ୍ଗ ପାର୍ଟନର ମନୋରଞ୍ଜନ ଦାଶ ଓ ଗଣେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଏହାର ଶୁଭ ଉଦଘାଟନ ହୋଇଯାଇଛି। ସମ୍ମାନୀୟ ଅତିଥି ଭାବେ ବୟାଳିଶ ମୌଜା ବିକାଶ ପରିଷଦ ସଭାପତି ଆଡ଼ଭୋକେଟ କେଶବ ଚନ୍ଦ୍ର କର, ସମ୍ପାଦକ ସନ୍ତୋଷ କୁମାର ପତି, […]

ସଂପୂର୍ଣ୍ଣ ପଢନ୍ତୁ
7050f204 Eed3 4338 8d99 Eb2bfa618759

ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସାରଳା ମନ୍ଦିର ପରିଦର୍ଶନ

ଝଙ୍କଡ଼ :  ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଗତ ଗଣେଷ ପୂଜା ଦିନ ସଂଧ୍ୟାରେ ମା ସାରଳା ଙ୍କ ସନ୍ଧ୍ୟାଆରତୀ ଚାଲିଥିବା ସମୟରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ, ଝଙ୍କଡ଼ ସାରଳା ପୀଠ ରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଦଳୀୟସମର୍ଥକ ଓ ନେତୃବୃନ୍ଦ ସିଂହଦ୍ୱାର ସମ୍ମୁଖରେ ତାଙ୍କୁ ସ୍ଵାଗତ କରି , ମନ୍ଦିରବେଢ଼ା ଭିତରକୁ ତାଙ୍କୁ ପାଛୋଟି ନେଇଥିଲେ । ଦର୍ଶନ,ପୂଜାର୍ଚ୍ଚନା ଓ ବେଢା ପରିକ୍ରମା […]

ସଂପୂର୍ଣ୍ଣ ପଢନ୍ତୁ
Image 8

ନିଖୋଜ ୟୁଟ୍ୟୁବରଙ୍କ ପତ୍ତା ମିଳିଲା: ସୁରକ୍ଷିତ ଥିବା ସୂଚନା

ଦିଗପହଣ୍ଡି: ନିଖୋଜ ୟୁଟ୍ୟୁବର୍ ନରେନ୍ଦ୍ର ସାହୁଙ୍କ ମିଳିଲା ପତ୍ତା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ମାରମାରିଆ ଗାଁରେ ୟୁଟ୍ୟୁବର୍ ଥିବା ସୂଚନା। ଗାଁର ଆଦିବାସୀଙ୍କ ଗହଣରେ ୟୁଟ୍ୟୁବର୍‌ ସୁରକ୍ଷିତ ଥିବା ସୂଚନା। ଗତ ରବିବାରଠୁ ନିଖୋଜ ଥିଲେ ଟ୍ୟୁବର୍ ନରେନ୍ଦ୍ର ସାହୁ। ଜରଡ଼ା ଥାନା ବୁରାତାଳ ପିକ୍‌ନିକ୍‌ ସ୍ପଟ୍‌ରୁ ନିଖୋଜ ହୋଇଥିଲେ। ଆଜି ମାରମାରିଆ ଗାଁକୁ ଯାଇ ୟୁଟ୍ୟୁବର୍‌କୁ ଆଣିବ ପୋଲିସ। ସୂଚନା ଥାଉକି ବଣଭୋଜି କରିବାକୁ ଯାଇ ୟୁଟ୍ୟୁବର ନିଖୋଜ ହୋଇଯାଇଥିଲେ। ନରେନ୍ଦ୍ର ସାହୁଙ୍କ ଘର […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 08 27 141705 750x430

ଆଶ୍ରମ ସ୍କୁଲ ଛାତରୁ ଖସି ଗ୍ରୀଲ୍ ଉପରେ ଲାଖି ରହିଲେ ନାବାଳକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଅଘଟଣ। ଗଣେଶ ପୂଜା ପାଇଁ ଆସିଥିବା ବେଳେ ଅଘଟଣର ଶିକାର ହେଲେ ନାବାଳକ। ଛାତରୁ ଖସି ଲୁହା ଗ୍ରୀଲ୍‌ ଉପରେ ପଡି ଘଣ୍ଟାଏ ସମୟ ଧରି ଲାଖି ରହିଲେ ନାବାଳକ। ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଛାତ୍ର ଜଣଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା ଜଣାପଡିଛି। ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଗଣେଶ ପୂଜା ଚାଲିଥିଲା। ପିଲାମାନେ ଜଣେ ପରେ ଜଣେ ଆସି […]

ସଂପୂର୍ଣ୍ଣ ପଢନ୍ତୁ
Stock Vector Vigilance Premium Quality Rubber Stamp 379316602

ଲାଞ୍ଚ ନେଇ ଧରାପଡିଲେ ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର

ଭୁବନେଶ୍ବର: ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର ସରିତା ବାରିକ ଗିରଫ। ଜୋରିମାନା ଛାଡ଼ ଲାଗି ଜଣେ ବ୍ୟାକେରୀ ଦୋକାନୀଙ୍କଠାରୁ ଲାଞ୍ଚ ନେଇ ଧରାପଡିବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।  ଭିଜିଲାନ୍ସ ଦଳ ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ୨୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି।  ଆୟବହିର୍ଭୂତ ସମ୍ପତ୍ତିକୁ ନେଇ ତାଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା।  ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଅଭିଯୋଗକାରୀ ଅଜିତ କୁମାର ସୁବୁଦ୍ଧିଙ୍କର ଘାଟିକିଆ ଅଞ୍ଚଳରେ […]

ସଂପୂର୍ଣ୍ଣ ପଢନ୍ତୁ
Pinaki Misra Appointed As Bjd Party Leader

ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅଡୁଆ ବଢିଲା

ଭୁବନେଶ୍ୱର : ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅର୍ଥ ହେରଫେର, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ଆସିଛି । ଏହାସହ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ବିମୁଦ୍ରୀକରଣ ବେଳେ ନଗଦ ଟଙ୍କା ଡିପୋସିଟ୍‌, ମିଶାଇଲ୍‌ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ନେଇ ସଂସଦରେ ସ୍ୱତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଅଭିଯୋଗ ମଧ୍ୟ ରହିଛି […]

ସଂପୂର୍ଣ୍ଣ ପଢନ୍ତୁ
Capture 81

ବନ୍ୟାପାଣି କମୁଛି, ଦୁର୍ଦ୍ଦଶା ବଢୁଛି

ଆରଡି : ବୈତରଣୀ ନଦୀରେ ବନ୍ୟା କମୁଥିଲେ ମଧ୍ୟ ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି  । ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତରେ ବନ୍ୟାସ୍ଥିତିର ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ୩ଟି ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆରଡି, ଓଳଗ, ନାନ୍ଦପୁର ପଞ୍ଚାୟତର ୧୪ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛି । ୫ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ସେହିପରି ୫ଦିନ ହେଲା ଭୋକ ଉପାସରେ  ଗୃହପାଳିତ ପଶୁ ଗାଁ ଦାଣ୍ଡ ଓ […]

ସଂପୂର୍ଣ୍ଣ ପଢନ୍ତୁ
ହିନ୍ଦୀ ଭାଷାକୁ ନେଇ ଅଶ୍ଵିନଙ୍କ ବଡ଼ ବୟାନ 1 1068x601

୧୮୦ ଲିଟର ନକଲି ଡିଇଏଫ୍ ଜବତ ,ଜଣେ ଅଟକ

ରଣପୁରଗଡ: ରାଜ୍ୟରେ ଚଳପ୍ରଚଳ କରୁଥିବା ଟ୍ରକ, ବସ୍ ଆଦିରେ ଏବେ ଡିଇଏଫର ବ୍ୟବହାର ବଢିବାରେ ଲାଗିଛି । ତେଣୁ ବିଭିନ୍ନ ଜାତୀୟ ରାଜପଥ କଡରେ ଡିଇଏଫ ବିକ୍ରୟ କେନ୍ଦ୍ର ଦେଖିବାକୁ ମିଳୁଛି । କିନ୍ତୁ ୧୬  ନମ୍ବର ଜାତୀୟ ରାଜପଥ ଚାନ୍ଦପୁର ଥାନା ଅଞ୍ଚଳରେ ନକଲି ଡିଇଏଫ ବିକ୍ରୟ ହେଉଥିବା ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ବିଶ୍ୱସ୍ତ  ସୁତ୍ରରୁ ଖବର ପାଇଥିଲେ। ଉପନିରୀକ୍ଷକ ସଞ୍ଜୟ ପରିଡା ଓ ଅନ୍ୟ ଥାନା କର୍ମଚାରୀଙ୍କୁ ନେଇ ୧୬ […]

ସଂପୂର୍ଣ୍ଣ ପଢନ୍ତୁ
Supremecourtwikimediacommons 1068x665

ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ ଦେଖାଯାଇଛି। ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିପୁଲ ଏମ୍ ପାଞ୍ଚୋଲିଙ୍କ ନାମକୁ ସୁପ୍ରିମକୋର୍ଟର ବିଚାରପତି ପଦ ପାଇଁ ସୁପାରିସ କରାଯାଇଛି। ତେବେ ଜଷ୍ଟିସ ପାଞ୍ଚୋଲିଙ୍କ ନାମ ସୁପାରିସକୁ କଲେଜିୟମ୍‌ର ସଦସ୍ୟ ଜଷ୍ଟିସ ବିଭି ନାଗରତ୍ନା ବିରୋଧ କରିଛନ୍ତି। ନିଜର ଅସନ୍ତୋଷ ପଛରେ ଆଞ୍ଚଳିକ ଭାରସାମ୍ୟ ଅସମାନତାକୁ ଜଷ୍ଟିସ ନାଗରତ୍ନା କାରଣ ଭାବେ ଦର୍ଶାଇଛନ୍ତି। ଜଷ୍ଟିସ ନାଗରତ୍ନା କହିଛନ୍ତି ଯେ ସୁପ୍ରିମକୋର୍ଟରେ ଗୁଜରାଟ ହାଇକୋର୍ଟର ଦୁଇ ଜଣ ବିଚାରପତି ଏବେ କାର୍ଯ୍ୟରତ […]

ସଂପୂର୍ଣ୍ଣ ପଢନ୍ତୁ