ବୃଦ୍ଧାଶ୍ରମରେ ସ୍ବାମିଜୀ ଯୁବକ ସଂଘ ପକ୍ଷରୁ ଦୀପାବଳୀ ଉତ୍ସବ ପାଳନ

କଟକ ସଦର,୨୨/୧୦: ୪୨ ମୌଜା ଅନ୍ତର୍ଗତ ଏକ ଅଗ୍ରଣୀ ସାମାଜିକ ସଂଗଠନ ସ୍ୱାମିଜୀ ଯୁବକ ସଂଘ ଦ୍ଵାରା ଦୀପାବଳୀ ଉତ୍ସବରେ “ଉଫ୍ ସେବାଶ୍ରମ” ବ୍ରହ୍ମପୁର ୪୨ ମୌଜା ଠାରେ ଗତକାଲି ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଥିବା ସମସ୍ତ ଅନ୍ତେବାସୀଙ୍କୁ ଜଳଖିଆ,ମଧ୍ୟାହ୍ନ ସହିତ ମିଷ୍ଟାନ୍ନ ବଣ୍ଟନ ଓ ଦୀପାବଳୀ ପାଳନ ପାଇଁ ଆବଶ୍ୟକ ଉପକରଣ ପ୍ରଦାନ କରାଯାଇଥିଲା। ତତ୍ ସହିତ ଗୋଟିଏ ପଙ୍ଖା ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଗଲା। ମଧ୍ୟାହ୍ନ ପୂର୍ବରୁ ଗୋଟିଏ […]

ସଂପୂର୍ଣ୍ଣ ପଢନ୍ତୁ

ଗାଁ ଦାଣ୍ଡରେ ଉଲଗ୍ନ କରି ମହିଳାଙ୍କୁ ବର୍ବର ଆକ୍ରମଣ

ଜଗତସିଂହପୁର, ୨୨/୧୦: ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ପଟସରା ଅଞ୍ଚଳରେ ଜଣେ ମହିଳାଙ୍କୁ ଦାଣ୍ଡରେ ଉଲଗ୍ନ କରାଯାଇ ଘୋଷାରି ଘୋଷାରି ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ମହିଳାଙ୍କ ମୁଣ୍ଡକୁ ଅଭିଯୁକ୍ତମାନେ କାଠଫାଳିଆରେ ମାଡ଼ ମାରିବାରୁ ଗଭୀର ଆଘାତ ଲାଗିଛି। ଆକ୍ରମଣରେ ଆହତ ହୋଇଥିବା ମହିଳା ହେଲେ ପଟସରା ଅଞ୍ଚଳର ଦୁଃଖୀଶ୍ୟାମ ରାଉତଙ୍କ ପତ୍ନୀ ରଶ୍ମି ରଞ୍ଜିତା ପରିଜା। ସେ ବିଜେଡି କର୍ମୀ ହୋଇଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଉଦ୍‌ବେଗ ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ରାତିରେ ବାଣ ଫୁଟାଇଲେ, ସକାଳେ ଦାୟିତ୍ବ ଭୁଲିଗଲେ…

ଭୁବନେଶ୍ବର: ଯେଉଁଠି ଦେଖିବ ସେଇଠି ଗଦାଗଦା ବାଣର ଆବର୍ଜନା । କେଉଁଠି ରକେଟ୍ ଅଧା ଜଳି ପଡିଛି, କେଉଁଠି କୁମ୍ପିରୁ ବାରୁଦ ଢାଳି ହୋଇପଡିଛି । ପୁଣି କେଉଁଠି ସ୍କାଏ ସଟ୍ସର ବଡ ବଡ ଖୋଳପା ପଡିଛି । ସକାଳ ହେବା କ୍ଷଣି ସହର ସାରା ଗଦାଗଦା ବାଣର ଅଂଶ ସବୁ ପଡିଛି । ଗତ ରାତିରେ ବାଣ ଏତେ ମାତ୍ରାରେ ଫୁଟିଛି ଯେ ତାର ପ୍ରମାଣ ଆଜି ସକାଳେ ପଡିଥିବା ବାଣର ଏସବୁ ଆବର୍ଜନା ବୟାନ […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଜାବ ପୁଲିସ ଦ୍ୱାରା ଦୁଇ ଆତଙ୍କବାଦୀ ଗିରଫ ସହ ୨ ରକେଟ ଲଞ୍ଚର ଜବତ

ଅମୃତସର, ୨୧/୧୦: ପଞ୍ଜାବ ପୁଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ।ସେମାନଙ୍କ ନିକଟରୁ ଗୋଟିଏ ରକେଟ ଲଞ୍ଚର ସହ ଗ୍ରିନେଡ୍‌ ଜବତ କରାଯାଇଛି । ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ହେଉଥିବା କଥା ପୁଲିସର ଗୁପ୍ତଚର ବିଭାଗକୁ ସୂଚନା ମିଳିଥିଲା । ଡ୍ରୋନ୍‌ ଯୋଗେ ପାକିସ୍ତାନରୁ ଏହି ରକେଟ୍ ଲଞ୍ଚର ଓ ଗ୍ରିନେଡ୍‌ ଆସିଥିବା କଥା ପଞ୍ଜାବ ପୁଲିସ ସୂଚନା ଦେଇଛନ୍ତି।ମହକଦୀପ ସିଂ ଓ ଆଦିତ୍ୟ ନାମକ ଏହି ଦୁଇ ଆତଙ୍କବାଦୀ ପାକିସ୍ତାନର ଆଇଏସ୍‌ଆଇର […]

ସଂପୂର୍ଣ୍ଣ ପଢନ୍ତୁ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ରେ ଡକ୍ଟର ହରେ କୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ପାଳିତ

କଟକ ସଦର , ୨୧/୧୦: କଟକ ସଦର ୪୨ ମୌଜା ପାଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ର ପୂଜ୍ୟ ପୂଜା ଗୃହ ରେ ଡକ୍ଟର ହରେ କୃଷ୍ଣ ମହତାବ ଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପ୍ରତିଷ୍ଠାନ ର ଉପଦେଷ୍ଟା ସେବକ ଇଞ୍ଜିନିୟର ଶ୍ରୀକାନ୍ତ ବେଉରା, ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ, ମହାସଚିବ ରୁଦ୍ର ନାରାୟଣ ଦାସ,ଶିକ୍ଷକ […]

ସଂପୂର୍ଣ୍ଣ ପଢନ୍ତୁ

ଯୁବକ ଟାଙ୍ଗିଆ ଚୋଟରେ ମହିଳା ମୃତ, ଶିଶୁ କନ୍ୟା ଗୁରୁତର

ଯାଜପୁର,୨୧/୧୦: ଯାଜପୁର ଜିଲା ଯଖପୁରା ଥାନା ରାବଣା ଛକ ନିକଟ ଇଟା ଫ୍ୟାକ୍ଟ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଟାଙ୍ଗିଆ ଚୋଟରେ ଜାଣେ ମହିଳା ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଶିଶୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ କଟକ SCB ମେଡିକାଳରେ ଭର୍ତ୍ତି କରାଯାଇଛି। ହତ୍ୟାକାରୀ ଯୁବକ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି।ଅନ୍ୟପକ୍ଷେ ହତ୍ୟାର କାରଣ ଜଣାପଡି ନ ଥିବା ବେଳେ ଇଟା ଫ୍ୟାକ୍ଟ୍ରିରେ […]

ସଂପୂର୍ଣ୍ଣ ପଢନ୍ତୁ

ବାଣ ଫୁଟି ପୁଅ ମୃତ, ବାପା ଗୁରୁତର

ଅନ୍ନୁଗୁଳ, ୨୧/୧୦:ପାବଳିରେ ଅଘଟଣ । ବାଣ ଫୁଟି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇ ଏସସିବିରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ଅନୁଗୁଳ ଜିଲା ସମଲ ଥାନା ସିପୁର ଗାଁରେ । ମୃତ ପୁଅ ହେଲେ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ବାଣ ଫୁଟିବାରୁ ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି । ଗଚରୁତର ଅବସ୍ଥାରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି । ସରୋଓ ଓ ତାଙ୍କ ଭାଇଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ଵର ବିମାନବନ୍ଦରରୁ ୨୫ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଜବତ

ଭୁବନେଶ୍ଵର, ୨୧/୧୦: ଭୁବନେଶ୍ଵର ବିମାନ ବନ୍ଦରରୁ ପୁଣି ନିଶାଦ୍ରବ୍ୟ ଜବତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଛି କଷ୍ଟମ ବିଭାଗ। ଜବତ ହୋଇଥିବା ନିଶାଦ୍ରବ୍ୟର ମୂଲ୍ୟ ୨୫ ଲକ୍ଷରୁ ଅଧିକଟ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ଅଭିଯୁକ୍ତମାନେ ଦୁବାଇରୁ ଏହି ନିଶାଦ୍ରବ୍ୟ ସାଙ୍ଗରେ ଆସି ଭୁବନେଶ୍ଵର ଆସିଥିଲେ। ବିମାନବନ୍ଦରରେ ଯାଞ୍ଚ ସମୟରେ କଷ୍ଟମ ବିଭାଗ ତାହାକୁ ଜବତ କରିଥିଲେ। ଅଭିଯୁକ୍ତମାନେ ମୁମ୍ବଇର ବୋଲି ଜଣାପଡ଼ିଛି।

ସଂପୂର୍ଣ୍ଣ ପଢନ୍ତୁ

ସ୍କାଏଲାଇଟ ଭାଙ୍ଗି ଥାନାରୁ ଚମ୍ପଟ ମାରିଲା କୁଖ୍ୟାତ ଚୋର

କଟକ,୨୧/୧୦: ସ୍କାଇଲାଇଟ୍‌ ଭାଙ୍ଗି କୁଖ୍ୟାତ ଚୋର ଚମ୍ପଟ ମାରିଛି। ସେ ପୁଣି ଆଉ କୌଣସି ସ୍ଥାନ ନୁହେଁ, କମିଶନରେଟ ପୁଲିସର ଜଗତପୁର ଥାନା ଅଧିକାରୀଙ୍କ କୋଠାରୀ ଭିତରୁ। ଦିନ ଦ୍ବିପ୍ରହରରେ ଚାରି ଚାରି ଜଣ ପୁଲିସ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ସେ ଫେରାର ହୋଇଛି। ଅଭିଯୁକ୍ତ ନାଁରେ ୫ରୁ ଅଧିକ ମାମଲା ରହିଛି। ପୂର୍ବରୁ ଦୁଇ ଥର ଜେଲ ମଧ୍ୟ ଯାଇଛି। ଜାମିନ ପାଇବା ପରେ ପୁଣି ଅପରାଧରେ ଲିପ୍ତ ରହିଥିଲା।ଜଗତପୁର ଅଞ୍ଚଳର ଏକ ବଡ଼ […]

ସଂପୂର୍ଣ୍ଣ ପଢନ୍ତୁ

ସାନାଏ ତାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ, ୨୧/୧୦: ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ତାକାଇଚି ନିର୍ବାଚିତ ହୋଇଛନ୍ତି । ଫଳରେ ଜାପାନର ପ୍ରଥମ ମହିଳା ପ୍ରାଧାନମନ୍ତ୍ରୀ ହୋଇଛନ୍ତି ସାନାଏ । ଲିବେରାଲ୍‌ ଡେମୋକ୍ରାଟିକ୍‌ ପାର୍ଟିର ନେତ୍ରୀ ସାନାଏ । ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜୟୀ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ ହାସଲ କରିଛନ୍ତି । ଏହି ସମୟରେ ବିଦାୟୀ ଜାପାନୀ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ କ୍ୟାବିନେଟ ସହିତ […]

ସଂପୂର୍ଣ୍ଣ ପଢନ୍ତୁ