ଧର୍ମ ପରିବର୍ତ୍ତନରୁ ଉତ୍ତେଜନା
ଦେଓଗାଁ, ୨୬/୧୨ : ଧର୍ମାନ୍ତରୀକରଣ ଉଦ୍ୟମ ସନ୍ଦେହରେ ବଲାଙ୍ଗିର ଜିଲା ଦେଓଗାଁ ଥାନା ଫଟାମୁଣ୍ଡା ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ହିନ୍ଦୁ ଧର୍ମରୁ ଖ୍ରୀଷ୍ଟ ଧର୍ମକୁ ପରିବର୍ତ୍ତନ ପାଇଁ ଯୋଜନା କରାଯାଉଥିବା ସନ୍ଦେହ ହେବାରୁ ହିନ୍ଦୁ ସଂଗଠନର ସଦସ୍ୟମାନେ ଏହାର ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଗାଁରେ ଉତ୍ତେଜନା ଦେଖାଦେଇଛି।ଫଟାମୁଣ୍ଡା ଗାଁର ଗୋଟିଏ ଦଳିତ ପରିବାରଙ୍କ ଘରେ ଖ୍ରୀଷ୍ଟ ଧର୍ମର କିଛି ଫାଦରଙ୍କ ଉପସ୍ଥିତିରେ ଦୁଇ ଦିନ ହେଲା ଭୋଜିଭାତର […]
ସଂପୂର୍ଣ୍ଣ ପଢନ୍ତୁ