ସଅଁରା ବାଲିପଡିଆରେ, ପାଲାଗାୟକ ସମ୍ମିଳନୀ

ଝଙ୍କଡ଼, ୧୦/୧: ଶ୍ରୀନୀଳାଚଳ ନିଖିଳଉତ୍କଳ ପାଲା କଳାକାର ପରିଷଦ ର ଅବିଭକ୍ତ କଟକ ଶାଖା ଆନୁକୂଲ୍ୟରେ ଗତ ଜାନୁଆରୀ ଛଅ ଓ ସାତ ତାରିଖ ଦୁଇଦିନ ବ୍ୟାପି ପାଲାଗାୟକ ସମ୍ମିଳନୀ, ସାରଳା ପାଲାକଳାକାର ସଙ୍ଘର ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶତାଧିକ ପାଲା ଗାୟକ ଗାୟିକା ଓ ସଙ୍ଗୀତ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚକର ବହୁ ସଂସ୍କୃତିପ୍ରେମୀ ମାନ୍ୟଗଣ୍ୟବ୍ୟକ୍ତି ଯୋଗଦେଇଥିଲେ l ଗାୟକ ଅଭିମନ୍ୟୁ ନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ପାରାଦୀପରେ ୨୫ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ମହୋତ୍ସବ ପ୍ରତିଯୋଗିତା

ପାରାଦୀପ, ୯/୧: ୨୫ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ମହୋତ୍ସବ ପ୍ରତିଯୋଗିତା ୨୦୨୫-୨୬ ଗୁରୁବାର ଦିନ ପାରାଦୀପ ବନ୍ଦରର ଜୟଦେବ ସଦନରେ ଉଦଘାଟିତ ହୋଇଯାଇଛି। ବୃହତ ବନ୍ଦର କ୍ରୀଡା ନିୟନ୍ତ୍ରଣ ବୋର୍ଡର ତତ୍ତ୍ୱାବଧାନରେ ପାରାଦୀପ ବନ୍ଦର ପ୍ରାଧିକରଣ ଦ୍ୱାରା ଏହି ଚାରି ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ ସଂସ୍କୃତି […]

ସଂପୂର୍ଣ୍ଣ ପଢନ୍ତୁ

ଦୁଲଦୁଲି-୨୦୨୬ ପଲ୍ଲୀଶ୍ରୀ ଓ ସ୍ୱଦେଶୀ ମେଳାରେ ଐତିହାସିକ ବ୍ୟବସାୟ: ୫ ଦିନରେ ପ୍ରାୟ ୨.୭୮ କୋଟିର କାରବାର

ଝାରସୁଗୁଡା, ୯/୧: ଜିଲ୍ଲାର ପାରମ୍ପରିକ ଲୋକ କଳା ଓ ସଂସ୍କୃତିର ମହାକୁମ୍ଭ ‘ଦୁଲଦୁଲି-୨୦୨୬’ ଚଳିତ ବର୍ଷ ବାଣିଜ୍ୟିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ଓର୍ମାସର ମିଳିତ ଆନୁକୁଲ୍ୟରେ ଆୟୋଜିତ ‘ଦୁଲଦୁଲି-୨୦୨୬’ ପଲ୍ଲୀଶ୍ରୀ ମେଳା ଜାନୁଆରୀ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ବିଟିଏମ୍ ପଡ଼ିଆରେ ଅନୁଷ୍ଠିତ ଏହି ମହୋତ୍ସବରେ ପଲ୍ଲୀଶ୍ରୀ ଏବଂ ସ୍ୱଦେଶୀ ମେଳାର ସାମଗ୍ରିକ ବିକ୍ରି ଗତ ବର୍ଷ ତୁଳନାରେ ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୨୫ ମସିହାରେ […]

ସଂପୂର୍ଣ୍ଣ ପଢନ୍ତୁ

ମସ୍ତିଷ୍କ ବ୍ୟଧିତ ରୋଗୀଙ୍କ ସାହାରା ସାଜିଲେ ଶୁଭକାନ୍ତ

ଜେନାପୁର, ୯/୧ ; ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧିନ ଏରଷଣ୍ଢା ଗ୍ରାମର କେଶବ ସ୍ୱାଇଁଙ୍କ ପୁଅ ସନ୍ତୋଷ ସ୍ୱାଇଁ (୪୦)ଙ୍କର ଗତ ଏକ ବର୍ଷ ହେବ ମଷ୍ତିକ ବ୍ୟଧିତ ରୋଗରେ ପୀଡିତ ହୋଇ କଟକ ବଡ ମେଡିକାଲ୍ ରେ ଚିକିତ୍ସିତ ହୋଇଆସୁଛନ୍ତି । ଆର୍ଥିକ ଅଭାବରୁ ଔଷଧ କିଣିବା ଓ ଚିକିତ୍ସା କରିବାରେ ବହୁତ ଅବହେଳାର ଶିକାର ହୋଇଛନ୍ତି । ଏହି ଖବର ପାଇବା ପରେ ଅନୁସନ୍ଧାନ ପୂର୍ବକ ପ୍ରତିଷ୍ଠାତା ଓ ସମ୍ପାଦକ ଯୁବ […]

ସଂପୂର୍ଣ୍ଣ ପଢନ୍ତୁ

ଦୁର୍ଘଟଣାରେ ଯାତ୍ରା କଳାକାରଙ୍କ ମୃତ୍ୟୁ

ହାଟଡ଼ିହି, ୯/୧: ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଅଧୀନ ବେତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଯାତ୍ରା କଳାକାରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବଡ଼ରମ୍ପାସ ଗ୍ରାମର ସ୍ବର୍ଗତଃ ବିମ୍ବାଧର ସ୍ବାଇଁଙ୍କ ପୁଅ କାହ୍ନୁ ଚରଣ ସ୍ବାଇଁ(୫୦) ତାଙ୍କର ଜଣେ ସାଙ୍ଗ ସହ ଭଦ୍ରକରୁ ଘରକୁ ଫେରିବା ବେଳେ ବେଡିରା ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଉଦ୍ଧାର […]

ସଂପୂର୍ଣ୍ଣ ପଢନ୍ତୁ

ବଞ୍ଚୋ ଗ୍ରାମର ବିକାଶଙ୍କୁ ସର୍ବୋତ୍ତମ ଶାରୀରିକ ପ୍ରଶିକ୍ଷକ ପୁରସ୍କାର

ହାଟଡିହି, ୯/୧: ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ପୁଅ ବିକାଶ ଧଳ ଜାତୀୟସ୍ତରରେ ଗ୍ରାମ ଓ ଅଞ୍ଚଳର ସମ୍ମାନ ବଢ଼ାଇଛନ୍ତି। ସିଆରପିଏଫର ଆରଟିସି ଆଭାଡି (ତାମିଲନାଡୁ) ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇ ଜି, ସିଆରପିଏଫ୍ ଙ୍କ ହାତରୁ ‘ଶ୍ରେଷ୍ଠ ଶାରୀରିକ ପ୍ରଶିକ୍ଷକ ପୁରସ୍କାର ପାଇ ସମ୍ମାନିତ ହୋଇଛନ୍ତି। ବିକାଶ ଢାଲଙ୍କ ଏହି ସଫଳତାରେ ବଞ୍ଚୋ ଗ୍ରାମ ସହ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଏହି ଉପଲକ୍ଷେ ବରିଷ୍ଠ ରାଜନେତା ମାର୍କଣ୍ଡ ଓଝା, ସାମାଜିକ କର୍ମୀ […]

ସଂପୂର୍ଣ୍ଣ ପଢନ୍ତୁ

ଗଛରେ ପିଟି ହୋଇ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ : ଚାଳକ ମୃତ

କଳାହାଣ୍ଡି,୯/୧:ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବୋରଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଆମ୍ବଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ଏକ(ଓଡି-୦୫-ଏସି-୭୧୬୧)କୋଇଲା ବୋଝେଇ ଟ୍ରକ। ଏଥିରେ ଚାଳକ ଜଣକ ଟ୍ରକରେ ଚାପି ହୋଇ ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ତାଳଚେରରୁ କୋଇଲା ବୋଝେଇ କରି ଟିକିରିକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକ ଚଳାଉଥିବା ଜଗନ୍ନାଥ ମିଶ୍ର (୩୫) […]

ସଂପୂର୍ଣ୍ଣ ପଢନ୍ତୁ

ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ପର୍ବର ଦ୍ଵିତୀୟ ସମୀକ୍ଷା ବୈଠକ

ଯାଜପୁର,୯/୧: ଜିଲ୍ଲାପାଳଙ୍କ ଉପସ୍ଥିତିରେ ମାନ୍ୟବର ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ପର୍ବର ଦ୍ୱିତୀୟ ପର୍ଯ୍ୟାୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୂର୍ବ ବୈଠକରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା କାର୍ଯ୍ୟର ସ୍ଥିତି ଓ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଆସନ୍ତା ଜାନୁଆରୀ ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୌଦ୍ଧ ସମ୍ମିଳନୀରେ […]

ସଂପୂର୍ଣ୍ଣ ପଢନ୍ତୁ

୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦେବେ ରାଜ୍ୟ ସରକାର

ଭୁବନେଶ୍ୱର, ୯/୧: ନୂଆବର୍ଷରେ ଲୋକଙ୍କୁ ଘର ବାଣ୍ଟିବେ ରାଜ୍ୟ ସରକାର। ରାଜ୍ୟର ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦେବ ପଞ୍ଚାୟତିରାଜ ବିଭାଗ। ଏନେଇ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ଜାନୁଆରିରେ ପକ୍କା ଘର ବାଣ୍ଟିବେ ସରକାର। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ କରିଛନ୍ତି ୩୭ ଲକ୍ଷ ହିତାଧିକାରୀ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, ଗରିବ ଓ ଭୂମିହୀନ ପରିବାରଙ୍କୁ ପକ୍କା ଘର […]

ସଂପୂର୍ଣ୍ଣ ପଢନ୍ତୁ

ପୁଅକୁ କୁରାଢୀରେ ହାଣିଦେଲା ବାପା

ଠାକୁରମୁଣ୍ଡା, ୯/୧: ବାପାର କୁରାଢ଼ୀ ଚୋଟରେ ପୁଅର ମୃତ୍ୟୁ ହୋଇଛି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିଆ ଗ୍ରାମରେ । ସେହି ଗ୍ରାମର ଅନାମ ବାଉଁଶିଆ ନିଜ ବଡପୁଅ ତପନ ବାଉଁଶିଆକୁ ଏକ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ।ସୂଚନାଥାଉକି ଗତକାଲି ସନ୍ଧ୍ୟା ୯ଘଟିକା ସମୟରେ ବାପା ଅନାମ ବାଉଁଶିଆ ରୋଷେଇ କରୁଥିବା ବେଳେ ପୁଅ ତପନ ମଦ ପିଇ ଆସି ବାପାକୁ ପାର୍ଟିତୁଣ୍ଡ […]

ସଂପୂର୍ଣ୍ଣ ପଢନ୍ତୁ