ମୋଟର ଯାନ ସଂଶୋଧନ ଆଇନକୁ ବିରୋଧ :ବସ ମାଲିକ ସଂଘ
କଟକ : ମୋଟର ଯାନ ସଂଶୋଧନ ଆଇନକୁ ଘରୋଇ ବସ ମାଲିକ ସଂଘର ବିରୋଧ। ଏନେଇ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ସଂଶୋଧିତ ଆଇନକୁ ଜିଜିଆ କର ସହ ସମାନ ବୋଲି ତୁଳନା କରିଛନ୍ତି। ଏହା ସହ ସାଧାରଣ ଚାଳଙ୍କଙ୍କ ଆର୍ଥିକ ମେରୁଦଣ୍ତ ଏହି ଆଇନ ଭାଙ୍ଗିଦେବ। ବସ ମାଲିକ ସଂଘ ବିରୋଧ କରୁଥିବା ମୋଟର ଯାନ ସଂଶୋଧନ ଆଇନ ଗୁଡିକ ହେଲା। ବର୍ଷରେ ୫ଥର ନିୟମ […]
ସଂପୂର୍ଣ୍ଣ ପଢନ୍ତୁ