ପଣାସଂକ୍ରାନ୍ତି ସନ୍ଧ୍ୟାରେ ସାରଳାପୀଠରେ ପ୍ରାର୍ଥନାଚ୍ୟାନେଲ କଳାକାର ମାନଙ୍କ ଦ୍ୱାରା ଭଜନ ସମାରୋହ
ଝଙ୍କଡ଼ ତା 12/4/2026 ପ୍ରତିବର୍ଷପରି ଚଳିତବର୍ଷ ମଧ୍ୟ ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ କନକପୁର ବଜାର ପଡିଆରେ, ମହାବିଷୁବ ପଣାସଂକ୍ରାନ୍ତି, ଝାମୁଯାତ୍ରା ଓ ହନୁମାନ ଜୟନ୍ତୀ ଉପଲକ୍ଷେ, ପ୍ରାର୍ଥନା ଚ୍ୟାନେଲ ର ଖ୍ୟାତନାମା କଳାକାର ମାନଙ୍କ ଦ୍ୱରା ଭଜନ ସମାରୋହ କାର୍ଯ୍ୟକ୍ରମ ରବୀନ୍ଦ୍ର ପାଠାଗାର ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି | ଏହି ଉପଲକ୍ଷେ ବିଜୟ ମଲ୍ଲ, ଦେବୀଦତ୍ତ ମହାନ୍ତି ଓ ସରଣାରବିନ୍ଦ ଙ୍କ ରଚିତ, ମା ସାରଳା ଓ ପବନସୁତ ହନୁମାନ ଙ୍କ କାହାଣୀ ଉପରେ […]
ସଂପୂର୍ଣ୍ଣ ପଢନ୍ତୁ