୧୩୩୦ ନିଯୁକ୍ତିଦାତା ପାଇବେ ୩୦.୫୯ କୋଟି
ଭୁବନେଶ୍ବର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’(ପିଏମ୍-ଭିବିଆର୍ୱାଇ) ଆରମ୍ଭ କରିବେ। ସେ ଦେଶର ୧୫ ଲକ୍ଷ ହିତାଧିକାରୀଙ୍କୁ ୨୪୦୦ କୋଟି ଟଙ୍କା ବାଣ୍ଟିବେ। ସେହି ଯୋଜନା ଅଧୀନରେ ଓଡ଼ିଶାର ୧୪,୪୩୦ ଜଣ ପ୍ରଥମ ଥର ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ୭,୩୭,୩୦,୭୫୨ ଟଙ୍କା ପ୍ରଦାନ କରାଯିବ। ତା’ସହିତ ରାଜ୍ୟର ୧୩୩୦ ନିଯୁକ୍ତିଦାତାଙ୍କୁ ମଧ୍ୟ ୩୦,୫୯,୧୪,୮୬୦ ଟଙ୍କା ଦିଆଯିବ। ଏ ସମ୍ପର୍କରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ […]
ସଂପୂର୍ଣ୍ଣ ପଢନ୍ତୁ