ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସାରଦା ପ୍ରସାଦ ମହାନ୍ତିଙ୍କ ପରଲୋକ

ଝଙ୍କଡ : ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ଗ୍ରାମର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସାରଦା ପ୍ରସାଦ ମହାନ୍ତି ଙ୍କର ଗତ 14/8/2026ତାରିଖ ବିଳମ୍ବିତ ରାତ୍ରୀରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ରେ ଚିକିଶ୍ଚିତ ହେଉଥିବାବେଳେ ହୃଦଘାତ ରେ ପରଲୋକ ହୋଇଯାଇଛି l ସ୍ବର୍ଗତ ମହାନ୍ତି ଙ୍କ ପିତା ଦୁର୍ଯ୍ୟୋଧନ ମହାନ୍ତି ( ମହନି ବାବୁ ) ଦୀର୍ଘ ଚାରିଦଶନ୍ଧି ଧରି ଝଙ୍କଡ଼ ସାରଳା ମନ୍ଦିର ର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱବହନ କରିଥିଲେ l ତେନ୍ତୁଳିପଦା ମା ବିଲ୍ଵସାରଳା […]

ସଂପୂର୍ଣ୍ଣ ପଢନ୍ତୁ

ରେଳ ଷ୍ଟେସନରେ ଲାଗିଥିବା ୱାଟର କୁଲର ପାଣିରେ E. coli ବ୍ୟାକ୍ଟେରିଆ; ସାବଧାନ! ପିଇଲେ ଖରାପ ହେବ କିଡନୀ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଚିନ୍ତା ବଢ଼ାଇଲା ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG)ଙ୍କ ରିପୋର୍ଟ। ଭାରତୀୟ ରେଳ ଷ୍ଟେସନରେ ଥିବା କିଛି ୱାଟର କୁଲରରୁ ସଂଗ୍ରହ କରାଯାଇଥିବା ପାଣି ନମୁନାରେ E. coli ବ୍ୟାକ୍ଟେରିଆ ମିଳିଥିବା ଜଣାପଡ଼ିଛି। ସିଏଜିଙ୍କ ରିପୋର୍ଟରେ ଏହି ଚିନ୍ତାଜନକ ତଥ୍ୟ ଆସିବା ପରେ ରେଳଯାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ବଡ଼ ପ୍ରଶ୍ନ ଉଠିଛି। ପାଣିରେ ମିଳିଥିବା E. coli ବ୍ୟାକ୍ଟେରିଆ ଖାଦ୍ୟ ବିଷାକ୍ତ ପରିସ୍ଥିତି, ଝାଡ଼ା ଏବଂ ଗୁରୁତର କ୍ଷେତ୍ରରେ […]

ସଂପୂର୍ଣ୍ଣ ପଢନ୍ତୁ

ଯାଜପୁରରେ ବଢ଼ିଲା ବନ୍ୟା ଭୟ, ବିପଦ ସଂକେତ ଟପିଲା ବୈତରଣୀ

ଯାଜପୁର ୧୬।୮: ଯାଜପୁରରେ ବିପଦ ସଂକେତ ଟପିଲା ବୈତରଣୀ ନଦୀର ବନ୍ୟାଜଳ । ଗତକାଲି ନଦୀର ଜଳସ୍ତର କମିଥିବା ବେଳେ ଆଜି ପୁଣି ନଦୀର ଜଳସ୍ତର ବଢ଼ିଛି । ଯାହାକୁ ନେଇ ବନ୍ୟା ବିପନ୍ନଙ୍କ ମନରେ ଛନକା ପଶିଛି । ସେପଟେ କାଣି ନଦୀରେ ପୂର୍ବରୁ ଘାଇ ସୃଷ୍ଟି ହୋଇ ପାଣିଘେରରେ ଥିବା ଲୋକମାନଙ୍କ ଚିନ୍ତା ବଢ଼ିଛି । ପାଟଣା ନିକଟରେ କାଣି ବନ୍ଧରେ ଆଉ ଏକ ଘାଇ ହେବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ
Heavy Rain

ପ୍ରବଳ ବର୍ଷା ପାଇଁ ଆଲର୍ଟ, ଦୁଇ ଜିଲ୍ଲାରେ ସୋମବାର ସ୍କୁଲ ବନ୍ଦ

କେନ୍ଦୁଝର/ ମୟୂରଭଞ୍ଜ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଚିନ୍ତା ବଢ଼ାଇଛି। ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ, ଆସନ୍ତା ତିନି ଯାଏଁ ପ୍ରବଳ ବର୍ଷା ହେବାକୁ ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏମିତିରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ସୋମବାର ପାଇଁ କେନ୍ଦୁଝର ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁସାରେ, ସୋମବାର ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପବ୍ଲିକସ୍କୁଲରେ ପାଳିତହେଲା ସ୍ୱାଧୀନତା ଦିବସ

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ବସନ୍ତ ବଗିଚାରେ 1987 ମସିହାରେ ପ୍ରତିଷ୍ଠା ହୋଇଥିବା ସାରଳାପବ୍ଲିକ ସ୍କୁଲ ପରିସରରେ ଅଶିତମ ସ୍ୱାଧୀନତା ଦିବସ ବଡ଼ ଧୁମଧାମ ରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଲକ୍ଷ୍ମୀଧର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି କହିଲେ ଯେ ଏଇ ବିଦ୍ୟାଳୟରୁ ପାଠପଢି ଆଜି ବହୁଛାତ୍ରଛାତ୍ରୀ ଡାକ୍ତର, ଇଞ୍ଜିନିଅର, ଓ ପ୍ରଶାସନିକ ସ୍ତରରେ ଅବସ୍ଥାପିତ ହୋଇଛନ୍ତି l ତେଣୁ ପିଲାମାନେ କଠୋରପରିଶ୍ରମ ଓ ଅଧ୍ୟବସାୟ […]

ସଂପୂର୍ଣ୍ଣ ପଢନ୍ତୁ

କନକପୁର ପଞ୍ଚାୟତରେ ଅଶିତମ ସ୍ୱାଧୀନତା ଦିବସ ପାଳିତ

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଶିତମ ସ୍ୱାଧୀନତାଦିବସ ପାଳନ ଉପଲକ୍ଷେ ସରପଞ୍ଚ ରେବତୀ ମହାନ୍ତି ତ୍ରିରଙ୍ଗାପତାକା ଉତ୍ତୋଳନ କରିଥିଲେ l ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖସ୍ଥ ସାରଳାପବ୍ଲିକ ସ୍କୁଲ ର ସମସ୍ତଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କ ସହିତ, ନାୟବସରପଞ୍ଚ ପଦ୍ମଚରଣ ସେଠୀ, ସସ୍ମିତା ଦାସ, ସୁମିତ୍ରା ମହାନ୍ତି, ତାପସ ମଲ୍ଲିକ, ରେଣୁବାଳା ନାୟକ ପ୍ରମୁଖ ୱାର୍ଡ ସଭ୍ୟସଭ୍ୟା ଓ ଅଙ୍ଗନବାଡି କର୍ମୀ, ଆଶାଦିଦି, ପଞ୍ଚାୟତ କର୍ମଚାରୀ, ବହୁ ବରିଷ୍ଠନାଗରିକ, ଗ୍ରାମବାସୀ ମାନେ […]

ସଂପୂର୍ଣ୍ଣ ପଢନ୍ତୁ

କଲ୍ୟାଣପୁର ଉତ୍ସବ ମୁଖର : ତ୍ରିରଙ୍ଗା ପତାକା ତଳେ ଜାତୀୟ ସଂଗୀତ ଗାଇଲେ ଶହଶହ ଜନତା

ମାହାଙ୍ଗା  : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ସମାରୋହ ବେଶ ଆନନ୍ଦ ଉତ୍ସାହର ସହିତ ପାଳନ କରାଯିବା ଦେଖିବାକୁ ମିଳିଛି l କଲ୍ୟାଣପୁର ବଜାର କମିଟି ଆନୁକୂଲ୍ୟରେ ଚଳିତ ବର୍ଷ ୮0 ତମ ସ୍ୱାଧୀନତା ମହୋତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ l ବଜାର କମିଟି ସଭାପତି ତଥା ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ l ସଂକୀର୍ଣ୍ଣ ମନୋଭାବ […]

ସଂପୂର୍ଣ୍ଣ ପଢନ୍ତୁ

ଜନକଲ୍ୟାଣ ସେବାସମବାୟ ସମିତିରେ ସ୍ୱାଧୀନତାଦିବସ ପାଳନ

ଝଙ୍କଡ଼ :   ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ଜନକଲ୍ୟାଣ ସେବାସମିତି ପକ୍ଷରୁ ସମିତି କାର୍ଯାଳୟ ପରିସରରେ, ଅଶିତମ ସ୍ୱାଧୀନତା ଦିବସ ପାଳନ ଅବସରରେ, ସମିତିର ସଭାପତି ଅଜୟ କୁମାର ରାଉଳ, ଜାତୀୟପତାକା ଉତ୍ତୋଳନ କରିଥିଲେ l ଏଥିରେ ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ ଯୋଗଦେଇ ଆଜିଦିନର ମହତ୍ତ୍ୱ ଓ ବିଶେଶ୍ୱତଃ ବିଷୟରେ ସୂଚନା ପ୍ରଦାନ କରିଥିବାବେଳେ, ସମ୍ପାଦକ ପରମାନନ୍ଦ ଦାସ, ସ୍ୱାଧୀନତାପରଠାରୁ ଆମର ସମବାୟ ଶକ୍ତି ଦେଶକୁ ସମୃଦ୍ଧ କରିବାକ୍ଷେତ୍ରରେ ଗୁରୁତ୍ୱବହନ କରିଆସିଛି ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

ମୂଳିସିଂହ ପଞ୍ଚାୟତରେ ଅଶିତମ ସ୍ୱାଧୀନତା ଦିବସ ପାଳନ

ଝଙ୍କଡ଼  :  ଅଶିତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ, ତିର୍ତ୍ତୋଲବ୍ଲକ, ମୂଳିସିଂହ ପଞ୍ଚାୟତ କାର୍ଯାଳୟ ପରିସରରେ, ସରପଞ୍ଚ ସଫି ଆଜମ୍ ଜାତୀୟପତାକା ଉତ୍ତୋଳନ କରିଥିଲେ l ଆଜିର ଏହି ପବିତ୍ରଦିବସରେ, ପ୍ରତ୍ୟେକ ବ୍ୟକ୍ତି ଓ ସମାଜରେ ସ୍ୱାଧୀନତା ର ମୂଲ୍ୟବୋଧ ହ୍ରାସ ପାଇଛି l ରାଷ୍ଟ୍ରର ଶାସନବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ, ଆମେ ନାମକୁମାତ୍ର ସ୍ୱାଧୀନତା ପାଇଛୁ ବୋଲି ମନେହେଉଛି l ତେଣୁ ଦେଶର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବାକୁ ହେଲେ ଆମକୁ ସଚେତନ […]

ସଂପୂର୍ଣ୍ଣ ପଢନ୍ତୁ

ଅଗଷ୍ଟ ୧୮ ସୁଦ୍ଧା ସରିବ ୬୩,୮୪୮ ମଧୁବାବୁ ପେନ୍‌ସନ୍‌ ଯୋଜନାର ପେଣ୍ଡିଂ ଆବେଦନର ଯାଞ୍ଚ, ମିଶନ୍ ମୋଡ୍‌ରେ କାମ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଭତ୍ତା ଅପେକ୍ଷାରେ ଥିବା ହିତାଧିକାରୀଙ୍କ ପାଇଁ ଆକ୍ସନ ମୋଡକୁ ଆସିଛନ୍ତି ସରକାର । । ଖୁବ୍‌ଶୀଘ୍ର ରାଜ୍ୟର ହଜାର ହଜାର ଯୋଗ୍ୟ ଆବେଦନକାରୀଙ୍କୁ ମିଳିବ ‘ମଧୁବାବୁ ପେନସନ୍ ଯୋଜନା’ର ଲାଭ । ଆସନ୍ତା ଅଗଷ୍ଟ ୧୮ ତାରିଖ ସୁଦ୍ଧା ପେଣ୍ଡିଂ ଥିବା ସମସ୍ତ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳ, ଆରଡିସି ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଏହି […]

ସଂପୂର୍ଣ୍ଣ ପଢନ୍ତୁ