ଶୀତାର୍ତ୍ତଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା ରାଷ୍ଟ୍ରବାଦୀ ସଙ୍ଗ: ୪୨ ମୌଜାରେ କମଳ ବଣ୍ଟନ
ବୟାଳିଶମୌଜା, ୨୨/୦୧: କଟକର ୪୨ ମୌଜା ଅଞ୍ଚଳରେ ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ସାମାଜିକ ସଂଗଠନ ‘ଓଡ଼ିଶା ରାଷ୍ଟ୍ରବାଦୀ ସଙ୍ଗ’ ପକ୍ଷରୁ ଏକ ମହତ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ପକ୍ଷରୁ ବ୍ରହ୍ମପୁର ପଞ୍ଚାୟତ ଉପକଣ୍ଠ ଦୋଳ ମଣ୍ଡପ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଅଞ୍ଚଳର ଅସହାୟ ଓ ଗରିବ ଲୋକମାନଙ୍କୁ କମଳ ବଣ୍ଟନ କରାଯାଇଛି। ଏହି ସାମାଜିକ ସେବା କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ତଥା ଯୁବ ସଙ୍ଗଠକ ଇଂ. ଗିରିଜା ଶଙ୍କର ପତି […]
ସଂପୂର୍ଣ୍ଣ ପଢନ୍ତୁ