ଶ୍ରୀଜୀଉଙ୍କ ସୁନା ବେଶ ଦେଖିଲେ ଲକ୍ଷାଧିକ ଭକ୍ତ
ପୁରୀ, ୪/୧ : ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ଶନିବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏହି ଅବସରରେ ରତ୍ନ ସିଂହାସନରେ ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା ସୁନାବେଶରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବର୍ଷକ ମଧ୍ୟରେ ମହାପ୍ରଭୁଙ୍କ ହେଉଥିବା ପାଞ୍ଚ ଥର ସୁନାବେଶ ମଧ୍ୟରୁ ଏହା ଅନ୍ୟତମ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଅଭିଷେକ ପୂର୍ବ ଦିବସରୁ ଅର୍ଥାତ ଚତୁର୍ଦଶୀ ଶୁକ୍ରବାର ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ପରେ ୮୭ ଗରା ଜଳ ଏବଂ ୨୧ଗରା ଘିଅ […]
ସଂପୂର୍ଣ୍ଣ ପଢନ୍ତୁ