ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାରେ ୬୮୦ ପୃଷ୍ଟାର ଚାର୍ଜସିଟ୍ ଦାଖଲ
ଭୁବନେଶ୍ୱର, ୨/୧୨: ବହୁ ଚର୍ଚ୍ଚିତ ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ହତ୍ୟାମାମଲାରେ କମିଶନରେଟ୍ ପୁଲିସ ଚାର୍ଜ ସିଟ୍ ଦାଖଲ କରିଛି । ଏହି ମାମଲାରେ ମୋଟ୍ ୬୮୦ ପୃଷ୍ଟାର ଚାର୍ଜସିଟ୍ ଦାଖଲ କରାଯାଇଛି । ଏଥିରେ ଦୀପକ ସହ ବିନୋଦ, ଜଟି ଓ ଶମ୍ଭୁ ମହନ୍ତଙ୍କୁ ପୁଲିସ ଅଭିଯୁକ୍ତ ଦର୍ଶାଇଛି । ଏଥିରେ ୪୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପୁଲିସ ଏହି ମାମଲାରେ ବିଏନ୍ଏସ୍ ୧୦୨(୧),୨୩୮, ୬୧-୨ ଧାରା ଲଗାଇଥିବା ସୂଚନା ମିଳିଛି ।ଶୁଭମିତ୍ରାଙ୍କୁ ପୁଲିସ କମିଶନରେଟ୍ରେ […]
ସଂପୂର୍ଣ୍ଣ ପଢନ୍ତୁ