ଅଫଲାଇନରେ ପୈଠ କରିହେବ ଇ-ଚାଲାଣ
ଭୁବନେଶ୍ୱର, ୨୭/୧୨: ଯଦି ଆପଣଙ୍କର ଚାଲାଣ କଟିଛି ତେବେ ଆପଣ ଅନଲାଇନ ସହିତ ଏବେ ଅଫଲାଇନରେ ବି ପୈଠ କରିପାରିବେ । ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ । ଏଥିପାଇଁ ଆଞ୍ଚଳି ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମୋବାଇଲ ନମ୍ବର ଅପଡେଟ ରଖି ନଥିବାରୁ ଓଟିପି ପାଉନଥିବା ଗାଡି ମାଲିକ ଓ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳରେ ଲୋକଙ୍କ ପାଇଁ […]
ସଂପୂର୍ଣ୍ଣ ପଢନ୍ତୁ