ଗାନ୍ଧିଜୀଙ୍କ ଅହିଂସା ନୀତି ବିଶ୍ୱକୁ ଦେଇଛି ମାନବିକତାର ଗୁରୁମନ୍ତ୍ର

(କଲ୍ୟାଣପୁରରେ ଗାନ୍ଧୀ ଜୟନ୍ତୀ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ) ମାହାଙ୍ଗା, ୨।୧୦: କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗାନ୍ଧୀ ଛକଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ ବିଚାରଧାରା ସମଗ୍ର ବିଶ୍ୱକୁ ମାନବିକତାର ଗୁରୁମନ୍ତ୍ରରେ ଅଭିମନ୍ତ୍ରିତ କରିପାରିଛି ଏବଂ ଆଜିର ଯୁବପିଢ଼ି ସତ୍ୟ, ନ୍ୟାୟ ତଥା ସଦ୍‌ଭାବନା ପ୍ରତିଷ୍ଠା ଦିଗରେ ନିଜକୁ ସମର୍ପିତ କରିବା ଉଚିତ ବୋଲି ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଅଢ଼େଇ ବର୍ଷର ବିଜେପି ଶାସନରେ ଓଡ଼ିଶାରେ ହାହାକାର: ପ୍ରତାପ ଜେନା

ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ଅଧାପନ୍ତରିଆ ମେଗା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ମାହାଙ୍ଗା ବିଧାୟକଙ୍କୁ ଟାର୍ଗେଟ ମାହାଙ୍ଗା, ୩।୧୦ :  ଆର୍ଥିକ କୁପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଢ଼େଇ ବର୍ଷର ବିଜେପି ସରକାରରେ ଏବେ ସମଗ୍ର ଓଡ଼ିଶାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ କରିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ମାହାଙ୍ଗା ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ୪୨ ମୌଜାରେ ପ୍ରାଣୀ ଚିକିତ୍ସାର ବିକଳ ଚିତ୍ର : ୧୨ ହଜାର ଗୃହପାଳିତ ପ୍ରାଣୀଙ୍କ ପାଇଁ ମାତ୍ର ଜଣେ ଭିଏସ୍‌ ଓ ୩ ଏଲ୍‌ଆଇ; ସରକାରୀ ଯୋଜନା ବାଟବଣା

କଟକ, ୩।୧୦ : ରାଜ୍ୟ ସରକାର ଗ୍ରାମାଞ୍ଚଳ ଲୋକଙ୍କୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ପଶୁପାଳନ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଏହାର ସୁଫଳ ମିଳିପାରୁନାହିଁ। କଟକ ସଦର ବୟାଳିଶମୌଜା ଅଞ୍ଚଳରେ ପ୍ରାଣୀ ଚିକିତ୍ସା ସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୂର୍ବ ଗଣନା ଅନୁଯାୟୀ ଏହି ଅଞ୍ଚଳରେ ପ୍ରାୟ ୧୨ ହଜାରରୁ ଊର୍ଦ୍ଧ୍ୱ ଗୃହପାଳିତ ପଶୁ ଥିବା ବେଳେ ଏହା ବ୍ୟତୀତ ବହୁ ସଂଖ୍ୟାରେ ଛେଳି ଓ କୁକୁଡ଼ା […]

ସଂପୂର୍ଣ୍ଣ ପଢନ୍ତୁ

ଦଧିବାମନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କଟକ, ୩।୧୦ :  କଟକ ସଦର ୪୨ ମୌଜା ଅନ୍ତର୍ଗତ ଦଧିବାମନପୁରସ୍ଥିତ ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ସାହୁ ଯୋଗଦେଇ ମା’ ବୀଣାପାଣି, ପୂଜ୍ୟ ବାପୁଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ

ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ବିଜେପି ପକ୍ଷରୁ ବ୍ୟାପକ ସ୍ୱଚ୍ଛତା ଅଭିଯାନ

ନେମାଳ  : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଐତିହାସିକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ତଥା ଏହାର ଆଖପାଖ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ, କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ଆୟୋଜିତ ହୋଇଥିଲା। ନେମାଳ ମଣ୍ଡଳ ବିଜେପି ସଭାପତି ମୀନକେତନ ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ […]

ସଂପୂର୍ଣ୍ଣ ପଢନ୍ତୁ

କୈବଲ୍ୟ ସାହିତ୍ୟ ସଂସଦର ବିକଶିତ ଭାରତ ମହୋତ୍ସବ

କଟକ :  ପବିତ୍ର ଗାନ୍ଧୀଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ କୈବଲ୍ୟ ସାହିତ୍ୟ ସଂସଦର ୧୧୪ ତମ ବିକଶିତ ଭାରତ ମହୋତ୍ସବ ନେତାଜୀ ପବ୍ଲିକ ସ୍କୁଲ, ଡଗରପଡା ଠାରେ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅତିଥିବୃନ୍ଦ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଶାନ୍ତି ଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶ୍ରୀ ଲଲାଟେନ୍ଦୁ ବଡୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ , ଭାରତୀୟ ଜନତା ପାର୍ଟି ଉଦ୍ […]

ସଂପୂର୍ଣ୍ଣ ପଢନ୍ତୁ

ମୂଳିସିଂହ ସେଣ୍ଟଜାଭିୟର୍ସ ପବ୍ଲିକ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ମୂଳିସିଂହ ପଞ୍ଚାୟତର ସହରହାଟସ୍ଥିତ ସେଣ୍ଟଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଦେଶଭକ୍ତି, ସମାଜସେବା, ଜାତୀୟତାବୋଧ ତଥା ତ୍ୟାଗପୂତ ଆଦର୍ଶ ଜୀବନଚର୍ଯ୍ୟା ଉପରେ ବିସ୍ତୃତ […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବୀ ସ୍ୱର୍ଗତ ଅନାଦି ଦାସଙ୍କ ସ୍ମୃତିରେ ବିଦ୍ୟାଳୟ ପାଠାଗାରକୁ ୨୦୦ରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରଦାନ

କଟକ  : କଟକ ୪୨ ମୌଜା ଅନ୍ତର୍ଗତ କଳପଡ଼ା ଗ୍ରାମ ପଞ୍ଚାୟତ ଦେଉଳି ଗ୍ରାମର ବିଶିଷ୍ଟ ସମାଜସେବୀ, ପରୋପକାରୀ ତଥା ସର୍ବଜନପ୍ରିୟ ସ୍ୱର୍ଗତ ଅନାଦି ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଝାରକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଠାଗାରକୁ ୨୦୦ରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରଦାନ କରାଯାଇଛି। ସ୍ୱର୍ଗତ ଦାସଙ୍କ ସୁପୁତ୍ର ତଥା ‘ଶିକ୍ଷକ ରତ୍ନ’ ଶ୍ରୀଯୁକ୍ତ ଅଭୟ କୁମାର ଦାସଙ୍କ ପ୍ରୟାସ ଏବଂ ‘ସଦର ପ୍ରତିଭା ବିକାଶ ପ୍ରତିଷ୍ଠାନ’ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସଭା ଆୟୋଜନ ପୂର୍ବକ […]

ସଂପୂର୍ଣ୍ଣ ପଢନ୍ତୁ

ଜନତାଙ୍କ ଚାପରେ ସରକାର ଚେତିଲେ, ଫେରାଇ ନେଲେ ଫର୍ମ-୬: କଂଗ୍ରେସ କଟକରେ ବାରାବାଟୀ କଂଗ୍ରେସ ପକ୍ଷରୁ ବିଜୟ ଉଲ୍ଲାସ ପାଳିତ

କଟକ  : ଏସ.ଆଇ.ଆର (SIR) ପ୍ରସଙ୍ଗରେ ରାଜ୍ୟର ପ୍ରାୟ ୨୦ ଲକ୍ଷ ଓଡ଼ିଆ ଭୋଟରଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ, ଜନସାଧାରଣ ଓ କଂଗ୍ରେସ ଦଳର ନିରନ୍ତର ପ୍ରତିବାଦ ତଥା ଆନ୍ଦୋଳନ ଆଗରେ ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ସରକାର ଫର୍ମ-୬ ଫେରାଇ ନେବା ଫଳରେ ଏହା ସାଧାରଣ ଜନତା ଏବଂ କଂଗ୍ରେସର ଏକ ବଡ଼ ନୈତିକ ବିଜୟ ବୋଲି ଦଳ ପକ୍ଷରୁ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ପିସିସି ସୋସିଆଲ ମିଡିଆ ଅଧ୍ୟକ୍ଷ […]

ସଂପୂର୍ଣ୍ଣ ପଢନ୍ତୁ

ନେମାଳ ଶ୍ରମିକ ପାଠାଗାରର ଗଜାନନ ଭସାଣୀ ଉତ୍ସବ ସମ୍ପନ୍ନ

ନେମାଳ  : ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନେମାଳ ପଞ୍ଚାୟତ ମାଳିଗାଁସ୍ଥିତ ଶ୍ରମିକ ପାଠାଗାର ପକ୍ଷରୁ ଶ୍ରୀ ଶ୍ରୀ ଗଜାନନ ଠାକୁରଙ୍କ ଭସାଣୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ଶ୍ରୀ କୁଞ୍ଜବିହାରୀ ଠାକୁରଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇ ଦଧିବାମନ ଜିଉ ଓ ମା’ ତାରିଣୀଙ୍କ ଆଶୀର୍ବାଦ ଲାଭ କରିବା ପରେ ନେମାଳ ବଜାର ପରିକ୍ରମା କରିଥିଲା। ପରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ଏବଂ ବଣିଆ ସାହି […]

ସଂପୂର୍ଣ୍ଣ ପଢନ୍ତୁ