ଓଡ଼ିଶାରେ ମାଳମାଳ ଫେକ୍ ପଲ୍ୟୁସନ ସେଣ୍ଟର: ୭୨ ଜଣଙ୍କ ବିରୋଧରେ ଆକ୍ସନ, ୪୨ରୁ ଅଧିକ ସେଣ୍ଟରର ଲାଇସେନ୍ସ ରଦ୍ଦ
ଭୁବନେଶ୍ୱର: ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ବା PUCC କୁ ନେଇ ଚାଲିଥିବା ଘୋଟାଲାର ପର୍ଦ୍ଦାଫାଶ କରିଛି ପରିବହନ ବିଭାଗ। ଗାଡ଼ି ଯାଞ୍ଚ ନକରି କେବଳ ଫଟୋ ଦେଖି ନକଲି ସାର୍ଟିଫିକେଟ୍ ପ୍ରଦାନ କରୁଥିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୪୨ରୁ ୫୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୭୨ ଜଣଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଅନେକ ପଲ୍ୟୁସନ ସେଣ୍ଟର ଗାଡ଼ିରୁ ନିର୍ଗତ ଧୂଆଁ ଯାଞ୍ଚ ନକରି ମାତ୍ର ୧ ମିନିଟ୍ […]
ସଂପୂର୍ଣ୍ଣ ପଢନ୍ତୁ