ପୁଣି ଥରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍: ଦୁଇ ଘଣ୍ଟା କାଳ ସୁରକ୍ଷା ସମୀକ୍ଷା, ଡାର୍କ ୱେବ୍‌ରୁ ଆସିଛି ଇ-ମେଲ୍‌

କଟକ: କଟକ ଜିଲ୍ଲା ଏବଂ ଦୌରା ଜଜ୍ କୋର୍ଟକୁ ପୁଣି ଥରେ ଧମକପୂର୍ଣ୍ଣ ମେଲ୍ ଆସିଛି। ସମାନ ମେଲ୍ ଆଇଡିରୁ ଏହି ମେଲ୍ ଆସିଛି। ତେବେ ଡାର୍କ ୱେବ୍‌ରୁ ମେଲ୍ ପଠାଯାଇଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଯାହାଫଳରେ ମେଲ୍‌ର ପ୍ରକୃତ ଆଇପି (ଇଣ୍ଟରନେଟ୍‌ ପ୍ରୋଟକଲ୍) ଠାବ କରିବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଆହ୍ବାନ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା ସହିତ ପ୍ରୋଟୋକଲ୍ ଅନୁଯାୟୀ କ୍ରାଇମବ୍ରାଞ୍ଚ ଯୋଗାଯୋଗରେ ରହିଛି। ଏହି ମେଲ୍ ଆସିବା ପରେ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଡିଜି […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ଘଣ୍ଟବାଦ୍ୟରେ ପ୍ରକମ୍ପିତ ହେଲା ରାଜସ୍ଥାନର ଠାକୁର ପ୍ରତିଷ୍ଠା ମହୋତ୍ସବ

ଝଙ୍କଡ଼/ଜଗତସିଂହପୁର: ଝଙ୍କଡ଼ ସାରଳା ପୀଠର ପାରମ୍ପରିକ ଘଟନୃତ୍ୟ ଓ ଘଣ୍ଟବାଦ୍ୟର ଚାହିଦା ଏବେ ଜାତୀୟ ସ୍ତରରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ ଶନିବାର ପୂର୍ବାହ୍ନରେ ସୀମାନ୍ତ ରାଜସ୍ଥାନ ପ୍ରଦେଶର ଯୋଧପୁରସ୍ଥିତ ଗାନ୍ଧୀ ମଇଦାନ ପାର୍ଶ୍ୱରେ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟ ଗୁରୁଜୀ ରାଧାକୃଷ୍ଣଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଶ୍ରୀ ଶ୍ରୀ ରାଧାଗୋପାଳ କୁଞ୍ଜ ପଧାରବନୀ ମହୋତ୍ସବ’ ସହ ଶ୍ରୀଜୀଉଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅତି […]

ସଂପୂର୍ଣ୍ଣ ପଢନ୍ତୁ

ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ମାହାଙ୍ଗା  :  କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶତାୟୁ ଶିକ୍ଷାନୁଷ୍ଠାନ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପୁରାତନ ଛାତ୍ର ସଂଘ ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ସମ୍ମାନିତ ବକ୍ତା ଭାବେ ସ୍କୁଲ ଶିକ୍ଷା କମିଟି ସଭାପତି ଶରତ କୁମାର […]

ସଂପୂର୍ଣ୍ଣ ପଢନ୍ତୁ

ସଫି ଆଜମ ହେଲେ ନୂତନ ବ୍ଲକ କଂଗ୍ରେସ ସଭାପତି

ଝଙ୍କଡ଼ : ଯୁବ ନେତୃତ୍ୱ ଦ୍ୱାରା ନୂତନ ଆଶା ସଂଚାର କରିବା ସହିତ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦେଉଛି ଜାତୀୟ କଂଗ୍ରେସ | ଜଗତସିଂହପୁର ଜିଲ୍ଲା ସଭାପତି ଭାବେ ଦେବ ପ୍ରସାଦ ନାୟକ ଅବସ୍ଥାପିତ ହେବା ପରେ ଜିଲ୍ଲା କଂଗ୍ରେସ ଏକ ନୂଆ ଉଦ୍ଦୀପନା ସହିତ ଆଗକୁ ବଢୁ ଥିବା ଦେଖିବାକୁ ମିଳୁଛି | ତୃଣମୂଳ ସ୍ଥରରେ କଂଗ୍ରେସ କୁ ମଜଭୁତ କରିବା ଉଦ୍ଦେସ୍ୟରେ ତିର୍ତ୍ତୋଲ ବ୍ଲକ୍ କଂଗ୍ରେସ ଦଳ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସଫି […]

ସଂପୂର୍ଣ୍ଣ ପଢନ୍ତୁ

କରଞ୍ଜିଆରେ ଅବକାରୀ ବିଭାଗର ଚଢ଼ାଉ: ୭୦ ଲିଟର ମହୁଲି ମଦ ସହ ବାଇକ୍ ଜବତ, ୨ ଗିରଫ

କରଞ୍ଜିଆ: କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲି ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଇନ୍ସପେକ୍ଟର ଜୟନ୍ତୀ ଆଚାର୍ଯ୍ୟ ଏବଂ ଓଆଇସି (OIC) ରଶ୍ମି ରଞ୍ଜନ ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ପ୍ରଥମେ କେଝରା ଗ୍ରାମର ଦୁଲୁ ହେମ୍ବ୍ରମ୍‌ଙ୍କ ଉପରେ ଚଢ଼ାଉ କରାଯାଇ ୩୦ ଲିଟର ମହୁଲି ମଦ ସହ ଏକ ହିରୋ ସ୍ପ୍ଲେଣ୍ଡର ମୋଟର […]

ସଂପୂର୍ଣ୍ଣ ପଢନ୍ତୁ

ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଦେଇ ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଲେ ଚାରି ଯୁବ ଭେଷଜ ବିଜ୍ଞାନୀ

କଟକ: ସମାଜସେବା କ୍ଷେତ୍ରରେ ଉତ୍କଳମଣି ଗୋପବନ୍ଧୁ ଦାସ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। “ରୋଗ ନିବାରଣ ଅପେକ୍ଷା ରୋଗର ନିରାକରଣ ସର୍ବାଦୌ ସ୍ପୃହଣୀୟ” – ଏହି ମନ୍ତ୍ରକୁ ପାଥେୟ କରି ଖୋର୍ଦ୍ଧା ଜିଲ୍ଲା କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗ୍ରାମରେ ଚାରିଜଣ ଯୁବ ଭେଷଜ ବିଜ୍ଞାନୀ (ଥେରାପିଷ୍ଟ) ଏକ ଅନନ୍ୟ ସେବା କାର୍ଯ୍ୟ କରି ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଭୁବନେଶ୍ୱର ପଟିଆ ସ୍ଥିତ ‘ସିନାପ୍ସି ମଲ୍ଟିଡିସିପ୍ଲିନାରୀ ରିହାବ ସେଣ୍ଟର୍’ର ଚାରିଜଣ ବିଶେଷଜ୍ଞ ଡାକ୍ତର ରାକେଶ କୁମାର ସାହୁ, […]

ସଂପୂର୍ଣ୍ଣ ପଢନ୍ତୁ

ଶତାୟୁ ଗାନ୍ଧିବାଦୀ କର୍ମୀ ରାଧାନାଥ ରାଉତଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ମାହାଙ୍ଗା: ମାହାଙ୍ଗା ବ୍ଲକ ବିରୂପା-ଗେଙ୍ଗୁଟି ଦ୍ୱୀପାଞ୍ଚଳର ବିଶିଷ୍ଟ ମୁରବୀ, ଗାନ୍ଧିବାଦୀ କର୍ମୀ ତଥା ଶତାୟୁ ପୁରୁଷ ରାଧାନାଥ ରାଉତଙ୍କ ଏକାଦଶାହ ତିଥି ଅବସରରେ ଧଉଳିଆ ଗ୍ରାମରେ ଏକ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସାମାଜିକ କର୍ମୀ ଅଖିଳେଶ ପଦ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାଉତଙ୍କ ପରୋପକାରୀ ଗୁଣ ଏବଂ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ସ୍ମୃତି ସମାରୋହରେ ପୂର୍ବତନ ମନ୍ତ୍ରୀ ପ୍ରତାପ […]

ସଂପୂର୍ଣ୍ଣ ପଢନ୍ତୁ

ନବକାକଳିର ଏକତ୍ରିଂଶ ବାର୍ଷିକୋତ୍ସବ ଓ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ

ଝଙ୍କଡ଼ : ଜଗତସିଂହପୁର ବ୍ଲକ ମୁଦୁପୁର ଗ୍ରାମପଞ୍ଚାୟତ ସ୍ଥିତ ‘କନ୍ତାରକେଳି କାନନ ରତ୍ନାକର ପାଠାଗାର’ ଆନୁକୂଲ୍ୟରେ ଜିଲ୍ଲାର ଅଗ୍ରଣୀ ପତ୍ରିକା ‘ନବକାକଳି’ର ଏକତ୍ରିଂଶ ସ୍ୱନକ୍ଷତ୍ର ଦିବସ, ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ସ୍ଥାନୀୟ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ‘ଆଦିକବି ସାରଳା ଦାସ କବିତା ପାଠ ମଞ୍ଚ’ରେ ମହେନ୍ଦ୍ର କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ‘ନବକାକଳି’ର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ସମ୍ପାଦକୀୟ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆ ପୋଖରୀ ଓମ୍ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠିତ

ଝଙ୍କଡ଼: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନୂଆ ପୋଖରୀ ସ୍ଥିତ ଓମ୍ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷା, ସଂସ୍କାର ଏବଂ ଉତ୍ତମ ଚରିତ୍ର ଗଠନ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନ ଆଚାର୍ଯ୍ୟା ରେଶମା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପରିଚାଳନା କମିଟି ସଦସ୍ୟ ତଥା ଅବସରପ୍ରାପ୍ତ ଅନୁଶାସନ ସଚିବ ବିଷ୍ଣୁ ପ୍ରସାଦ କାନୁନଗୋ ଅତିଥି ପରିଚୟ ପ୍ରଦାନ […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୨ତମ ଶ୍ରାଦ୍ଧଉତ୍ସବ ପାଳିତ

ଝଙ୍କଡ଼: ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ସ୍ୱାଭିମାନର ମନ୍ତ୍ରଦାତା। ବିଭିନ୍ନ କ୍ଷେତ୍ରରେ ସେ ପ୍ରଥମ ଓଡ଼ିଆ ଭାବେ ସଫଳତା ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଓଡ଼ିଶାର ବିକାଶ ତଥା ଓଡ଼ିଆ ଜାତିର ଉତ୍ଥାନ ପାଇଁ ତାଙ୍କର ଅବଦାନ ସଦା ଅବିସ୍ମରଣୀୟ। ଗତ ବୁଧବାର ଦିନ ତିର୍ତ୍ତୋଲ ବ୍ଲକ ମୂଳିସିଂହ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ମଧୁବାବୁଙ୍କ ୯୨ତମ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଅତିଥିମାନେ ଏହି ମତ ପ୍ରକାଶ କରିଛନ୍ତି। ଅବସରପ୍ରାପ୍ତ […]

ସଂପୂର୍ଣ୍ଣ ପଢନ୍ତୁ