ମହାମହିମଙ୍କ ମଙ୍ଗଳ କାମନା କରି ପତିତପାବନରେ ନୀଳଚକ୍ର ବାନା ଲାଗି, ପ୍ରଶାସନ ଭେଟିଦେଲା ପଟ୍ଟଚିତ୍ର

ପୁରୀ ୦୪/୦୨: ଓଡ଼ିଶା ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀ ଯାଇଥିଲେ । ପୁରୀରେ ପହଞ୍ଚିବା ପରେ ଆଜି ଶ୍ବେତଗଙ୍ଗାରେ ପ୍ରଥମେ ପିଣ୍ଡଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି। ସକାଳ ୭ଟା ୪୦ ରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତ। ରାଷ୍ଟ୍ରପତି […]

ସଂପୂର୍ଣ୍ଣ ପଢନ୍ତୁ

ଗୋଟେ ପଟେ ଜେଏସଡବ୍ଲ୍ୟୁ କୁ ସ୍ବାଗତ, ଅନ୍ୟପଟେ କଂଗ୍ରେସର କୁମ୍ଭୀର କାନ୍ଦଣା

ପାରାଦୀପ : ପାରାଦୀପ ଅନ୍ତର୍ଗତ ଢିଙ୍କିଆ ଚାରିଦେଶ ଅଞ୍ଚଳରେ କଳକାରଖାନା ନାହିଁ ।  ସ୍ଥାନୀୟ ଲୋକେ ଜୀବିକା ନିର୍ବାହ ପାଇଁ ମାଛ ଧରିବା ଠାରୁ ଆରମ୍ଭ କରି ଚାଷବାସ କରି ବହୁ କଷ୍ଟେ ମଷ୍ଟେ ଜୀବିକା ନିର୍ବାହ କରୁଥିଲେ।୨୦୦୫ ରେ ପୋସ୍କୋ ଆସିଥିଲା କିନ୍ତୁ ୨୦୧୭ ରେ ଫେରିଯିବା ପରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପ୍ରତିଷ୍ଠା କୁ ଢିଙ୍କିଆ ଚାରିଦେଶ ଅଞ୍ଚଳର ଲୋକମାନେ ବିପୁଳ ସମର୍ଥନ ଦେଉଛନ୍ତି। ଏଠାରେ ଶିଳ୍ପ ପ୍ରତିଷ୍ଠା ହେଲେ ଚାକିରି ପାଇବା ସହ ଲୋକେ […]

ସଂପୂର୍ଣ୍ଣ ପଢନ୍ତୁ

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରାଦୀପ: ପାରାଦୀପ ସ୍ଥିତ ଜେଏସଡବ୍ଲୁ (JSW) ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜେଏସଡବ୍ଲୁ ଗ୍ରୁପର ବରିଷ୍ଠ ଅଧିକାରୀ କିନଶୁକ ରୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ରୟ ନିଜ ଅଭିଭାଷଣରେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ବାବା ଗୋରେଖନାଥଙ୍କ ୧୮ତମ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ଝଙ୍କଡ଼, ୦୨/୦୨: ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ ଅନ୍ତର୍ଗତ କନକପୁର ସାରଳାହାଟ ପାର୍ଶ୍ୱରେ ଅବସ୍ଥିତ ବାବା ଗୋରେଖନାଥଙ୍କ ୧୮ତମ ପ୍ରତିଷ୍ଠା ମହୋତ୍ସବ ବିପୁଳ ଭକ୍ତ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସ୍ୱପ୍ନାଦେଶ ଅନୁଯାୟୀ ଆଜକୁ ୧୮ ବର୍ଷ ତଳେ ପ୍ରତିଷ୍ଠିତ ଏହି ପୀଠରେ ବାବାଙ୍କ ପୂଜାାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା। ଗତ ସୋମବାର ଏହି ଉପଲକ୍ଷେ ବିଭିନ୍ନ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିଲା। ରୁଦ୍ରାଭିଷେକ, ଷୋଡଶଉପଚାର ପୂଜା ଓ ଯଜ୍ଞରେ ଆହୁତି ପ୍ରଦାନ […]

ସଂପୂର୍ଣ୍ଣ ପଢନ୍ତୁ

ଆଦର୍ଶ ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ ମାଲଣ୍ଡ ଗ୍ରାମସ୍ଥିତ ଭାରତୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଶନିବାର ଦିନ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଝୁଲରାମ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ରାଜ୍ୟ ସଭାପତି ଅକ୍ଷୟ କୁମାର ଦାସ ଏବଂ ମୁଖ୍ୟ ବକ୍ତା ଭାବେ ଗବେଷକ ତଥା ଶିକ୍ଷାବିତ୍ ମହେନ୍ଦ୍ର କୁମାର […]

ସଂପୂର୍ଣ୍ଣ ପଢନ୍ତୁ

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୭୮ତମ ଶ୍ରାଦ୍ଧଉତ୍ସବ ପାଳିତ

ଝଙ୍କଡ଼ : ଗାନ୍ଧୀ ଏକ ନାମ ନୁହେଁ ଏକ ବିଚାର l ସତ୍ୟ ଓ ଅହିଂସା ଗାନ୍ଧୀଦର୍ଶନ ର ମୂଳମନ୍ତ୍ର l ଏହାକୁ ପାଥେୟ କରି ସବୁସମସ୍ୟାର ସମାଧାନ କରାଯାଇ ପାରେ ବୋଲି, ଗତ ଶୁକ୍ରବାରଦିନ, ତିର୍ତ୍ତୋଲବ୍ଲକ, ମୂଳିସିଂହ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଗାନ୍ଧୀଜୀଙ୍କ 78 ତମ ତିରୋଧାନ ଦିବସ ପାଳନ ଅବସରରେ ବହୁବିଶିଷ୍ଟବ୍ୟକ୍ତି ମତବ୍ୟକ୍ତ କରିଅଛନ୍ତି l ଅଧ୍ୟାପକ ତଥା ବାଗ୍ମୀ ହିମାଂଶୁ ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବୀ କେଶବଚନ୍ଦ୍ର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି

ଝଙ୍କଡ଼  :  ତିର୍ତ୍ତୋଲ ଅଞ୍ଚଳର ଜଣାଶୁଣା ବିଶିଷ୍ଟ ସମାଜସେବୀ ସ୍ବର୍ଗତ କେଶବଚନ୍ଦ୍ର ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା, ତାଙ୍କର ଜଗନ୍ନାଥପୁର ସ୍ଥିତ ବାସଭବନ ରେ ଅନୁଷ୍ଠିତ ହୋଇଯାଇଛି ।  ଜଗନ୍ନାଥ ଖଣ୍ଡୁଆଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜନନେତା ତଥା ଆଇନୀଜୀବି ରାଜକିଶୋର ବେହେରା, ସୁଶ୍ରୀ ଶୁଭଶ୍ରୀ ର ସମ୍ପାଦିକା ବସନ୍ତମଞ୍ଜରୀ ଦାସ, ପୂର୍ବତନ ଜିଲ୍ଲାପରିଷଦ ହେମନ୍ତ କୁମାର ନାୟକ, ଉପସଭାପତି ନାଗୁଚରଣ ଦେବତା,ବାଲିଘର ର ସମ୍ପାଦକ କୈଳାଶ […]

ସଂପୂର୍ଣ୍ଣ ପଢନ୍ତୁ

ବରୁଣପଡାରେ ଭଗବତଗୀତା ମାହାତ୍ମ୍ୟ ପରାୟଣ ଓ ପ୍ରବଚନ

ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ ର ସଅଁରା ପଞ୍ଚାୟତ ଅଧିନ ବରୁଣପଡା ଗ୍ରାମର ଗୋପୀନାଥ ଙ୍କ ପୀଠସ୍ଥଳିରେ ଗତ ଗୁରୁବାର ଦିନ ଶ୍ରୀମଦ ଭଗବତଗୀତା ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଯୁବସମାଜସେବୀ ନିହାର କୁମାର ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି ।  ଗୀତା ବିଶ୍ୱବିଦ୍ୟାଳୟ ର ମଣ୍ଡଳାଧୀଶ ପଣ୍ଡିତ ସଂଗ୍ରାମକିଶୋର ନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗୀତାସେବୀ ଗଦାଧର ମହାରଣା, ସଂଗ୍ରାମକେଶରୀ ପଟ୍ଟନାୟକ, ହେମନ୍ତ କୁମାର ମହାନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ

ମମତାର ମହୋତ୍ସବ: ଢେଙ୍କାନାଳ ବିଶ୍ୱ କୁନ୍ତଳ ଶିଶୁ ଗୃହରେ ସେବା ଓ ଆତ୍ମୀୟତାର ଅପୂର୍ବ ମିଳନ

ଢେଙ୍କାନାଳ (ପ୍ରଦୀପ ଦାସ)  : ଏକ ମାତୃପ୍ରତିମ ଅନୁରାଗ, ଆତ୍ମୀୟତା ଆଉ ଆପଣପଣର ସ୍ପନ୍ଦନରେ ମୁଖର ହୋଇଉଠିଥିଲା ପରିବେଶ। ଢେଙ୍କାନାଳ ଜିଲ୍ଲା ସଦର ମହକୁମା ମହୁଲିପଡ଼ାସ୍ଥିତ ‘ବିଶ୍ୱ କୁନ୍ତଳ ଶିଶୁ ଗୃହ’ ପରିସରରେ ଅନୁଷ୍ଠିତ ହୋଇଯାଇଛି ‘ମମତାର ମହୋତ୍ସବ’। ଜୀବନ ଯନ୍ତ୍ରଣାର ବନ୍ଧୁର ରାସ୍ତାରେ ନିଜକୁ ଜଣେ ନିଃସଙ୍ଗ ପଦାତିକ ସଜାଇଥିବା ଏହି ଅନୁଷ୍ଠାନର ପରିଚାଳିକା ‘ମାମା ଅପା’, ନିଜର ସଂସାର ନଥାଇ ମଧ୍ୟ ପାଖାପାଖି ୫୦ ଜଣ ଶିଶୁ କିଶୋରଙ୍କୁ ନେଇ ଗଢ଼ିଛନ୍ତି ଏକ ବିରାଟ […]

ସଂପୂର୍ଣ୍ଣ ପଢନ୍ତୁ

ବାବାଜୀ ଚରଣ ରାଉଳଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଠାରେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ସ୍ବର୍ଗତ ବାବାଜୀ ଚରଣ ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ବୁଧବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।  ନିମନ୍ତ୍ରିତ ଅତିଥି ମାନେ ତାଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବାପରେ ଦିବଂ ଗତ ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତାଙ୍କର ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ