ବର୍ଷେ ପୂରିନି ବରୁଣପଡା ସଅଁରା ବାଇପାସ କେନାଲବନ୍ଧ ରାସ୍ତା ଶୋଚନୀୟ
ଝଙ୍କଡ଼ : ତିର୍ତ୍ତୋଲବ୍ଲକ, ଝଙ୍କଡ଼ ସାରଳାପୀଠରୁ ସଅଁରା ଛକ କୁ ଯିବା ରାସ୍ତାରେ ଅଇନିପୁର ଗାଁ ଭିତରେ ଅନେକ ଗୁଡିଏ ବାଙ୍କଥିବାରୁ, ବରୁଣପଡା ଛକପାଖରୁ ଆଉଏକ ବାଇପାସ ରୋଡ଼, କେନାଲବନ୍ଧ ଉପରେ ନିର୍ମାଣ କରାଯାଇଥିଲା l ମାତ୍ର ବର୍ଷେ ନପୂରୁଣୁ ଏହି କେନାଲବନ୍ଧ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡିଛି l ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ବଡ଼ ଖାଲଖମା ହୋଇଥିବା ବେଳେ, କେଉଁଠି କେମିତି ପିଚୁଉଠିଗଲାଣି l ଯାହାଫଳରେ ଏହି ରାସ୍ତାଦେଇ ଜଗତସିଂହପୁର ସଦର ମହକୁମା […]
ସଂପୂର୍ଣ୍ଣ ପଢନ୍ତୁ